ETV Bharat / bharat

ଆସନ୍ତା 3 ମାସ ପାଇଁ ଟିଆରପି ଉପରେ ପ୍ରତିବନ୍ଧକ ଲଗାଇଲେ ବିଏଆରସି

ବର୍ତ୍ତମାନ ଆସନ୍ତା 12 ସପ୍ତାହ ପାଇଁ ଟିଆରପି ଉପରେ ପ୍ରତିବନ୍ଧକ ଲଗାଇଲେ ବିଏଆରସି ।

author img

By

Published : Oct 15, 2020, 4:03 PM IST

ଆସନ୍ତା 3 ମାସ ପାଇଁ ଟିଆରପି ଉପରେ ପ୍ରତିବନ୍ଧକ ଲଗାଇଲେ ବିଏଆରସି
ଆସନ୍ତା 3 ମାସ ପାଇଁ ଟିଆରପି ଉପରେ ପ୍ରତିବନ୍ଧକ ଲଗାଇଲେ ବିଏଆରସି

ନୂଆଦିଲ୍ଲୀ: ଟିଆରପି ସ୍କାମକୁ ନେଇ ମୁମ୍ବାଇ ପୋଲିସର ଖୁଲାସା ପରେ ଟେଲିଭିଜନ ରେଟିଂ ପ୍ରଦାନ କରୁଥିବା ବିଏଆରସି ଏକ ବଡ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଆସନ୍ତା 12 ସପ୍ତାହ ପାଇଁ ଟିଆରପି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଟେଲିଭିଜନ ନ୍ୟୁଜର ନିୟାମକ ସଂସ୍ଥା ଏନବିଏ ବିଏଆରସିର ନିଷ୍ପତ୍ତିକୁ ସ୍ୱାଗତ କରିଛି ।

ମୁମ୍ବାଇ ପୋଲିସ କମିଶନର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଟିଆରପିରେ ଘୋଟାଲା ହୋଇଛି। କିଛି ଚ୍ୟାନେଲ ଟିଆରପିକୁ କୌଣସି ପ୍ରକାରେ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ବର୍ତ୍ତମାନ ବିଏଆରସି ନିଷ୍ପତ୍ତି ନେଇଛି ଯେ ଆସନ୍ତା 3 ମାସ ପାଇଁ ଟିଆରପି ଜାରି ହେବ ନାହିଁ ।

ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଫନସିଲ (BARC) ହେଉଛି ଏକ ଟେଲିଭିଜନ ରେଟିଙ୍ଗ ଏଜେନ୍ସି । ଏହା ବିଶ୍ୱର ସର୍ବବୃହତ ଟେଲିଭିଜନ ମାପ ସଂସ୍ଥା ଅଟେ । ବିଏଆରସି ଇଣ୍ଡିଆ 2010 ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହାର ମୁଖ୍ୟାଳୟ ମୁମ୍ବାଇରେ ଅବସ୍ଥିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.