ହାଇଦ୍ରାବାଦ: ଦେଶରେ ଅପରାଧିଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତେଲେଙ୍ଗାନାରୁ ଆସିଛି ଏକ ଖୁସି ଖବର । ରାଜ୍ୟରେ ଅପରାଧିଙ୍କ ସଂଖ୍ୟା କମୁଥିବାରୁ 49ଟି ଜେଲରୁ 17ଟିକୁ ଜେଲକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି । ରାଜ୍ୟ ଜେଲ ବିଭାଗର ନିଷ୍ପତ୍ତି କ୍ରମେ ଜେଲ ଗୁଡିକୁ ବନ୍ଦ କରାଯାଇଛି ।
ରାଜ୍ୟରେ ଥିବା ଜେଲ ଗୁଡିକରେ 7 ହଜାର କଏଦୀ ରହୁଥିବା ବେଳେ ବର୍ତ୍ତମାନ ସେଥିରେ ହ୍ରାସ ପାଇ 5 ହଜାରରେ ପହଞ୍ଚିଛି । ନ୍ୟୁଜ ଏଜେନ୍ସି ପିଟିଆଇ ମୁତାବକ, ଏହି ଜେଲ ଗୁଡିକୁ ସମାଜ କଲ୍ୟାଣ କାର୍ଯ୍ୟରେ ବ୍ୟବହାର କରାଯିବ । ବିଶେଷକରି ଭିକାରୀ, ନିରାଶ୍ରୟୀ ଓ ଅନାଥ ପିଲା ମାନଙ୍କୁ ଏଠାରେ ରଖାଯିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।
ତେଲେଙ୍ଗାନାରେ କମିଛି ଅପରାଧ, ବନ୍ଦ ହେଲା 17 ଜେଲ - 17 ଜେଲ
ତେଲେଙ୍ଗାନାରେ ଅପରାଧିଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କଏଦୀ ସଂଖ୍ୟା କମୁଥିବାରୁ 17ଟି ଜେଲକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି ।