ETV Bharat / bharat

ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: 4 ଅଭିଯୁକ୍ତଙ୍କ ପୁଣି ହେବ ପୋଷ୍ଟମୋର୍ଟମ

ହାଇଦ୍ରାବଦରେ ଘଟିଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଏନକାଉଣ୍ଟର ହୋଇଥିବା 4ଜଣ ଅଭିଯୁକ୍ତଙ୍କ ପୁଣି ଥରେ ପୋଷ୍ଟମୋର୍ଟମ କରାଯିବ। ଏହି ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ।

ORDERED TO CONDUCT RE-AUTOPSY
4 ଅଭିଯୁକ୍ତଙ୍କ ପୁଣି ପୋଷ୍ଟମୋର୍ଟମ
author img

By

Published : Dec 21, 2019, 3:17 PM IST

ହାଇଦ୍ରାବାଦ: ହାଇଦ୍ରାବାଦରେ ଘଟିଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଏନକାଉଣ୍ଟର ହୋଇଥିବା 4ଜଣ ଅଭିଯୁକ୍ତଙ୍କ ପୁଣି ଥରେ ପୋଷ୍ଟମୋର୍ଟମ କରାଯିବ। ତେଲେଙ୍ଗାନା ହାଇକୋର୍ଟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ଏମ୍ସ ଫରେନସିକ୍ ଅଫିସରଙ୍କୁ ଡିସେମ୍ବର 23 ତାରିଖ ସନ୍ଧ୍ୟା 5ଟା ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ଏହା ସହ ଶବ ବ୍ୟବଚ୍ଛେଦ ପ୍ରକ୍ରିୟାକୁ ଅଦାଲତକୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ଗାନ୍ଧୀ ଡାକ୍ତରଖାନା ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ଡିସେମ୍ବର 6 ତାରିଖରେ ଏହି 4 ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର କରିଥିଲା।

Intro:Body:

TELANGANA HIGH COURT ORDERED TO CONDUCT RE-AUTOPSY TO THE BODIES OF DISHA CASE ACCUSED.

    Telangana High Court directs to re-conduct autopsy for disha case accused bodies. It ordered that postmortem is to be complete by Delhi AIMS Forensic officers by December 23 evening 5pm. 

    It also ordered that the autopsy procedure to be filmed and handed over to the court. The Gandhi Hospital Superintendent was instructed to hand over the bodies to the family members after autopsy. 

    The high court directs the SIT to seize the evidence and hand it over to the commission.

     This month 6th the four accused was encounter by cyberabad police... when they attacked police near shad nagar.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.