ETV Bharat / bharat

ଚାଷୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ତହସିଲଦାର - hydrabad

ହାଇଦ୍ରାବାଦର ହାୟତନଗର ମହିଳା ତହସିଲଦାର ଲାବନ୍ୟାଙ୍କ ଘରେ ଦୁର୍ନୀତି ନିବାରଣ ସଂସ୍ଥା (ଏସିବି)ର ଚଢାଉ । ଚାଷୀଙ୍କଠାରୁ 4 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡରେ ଧରାପଡିଲେ ତହସିଲଦାର ଲାବନ୍ୟା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 11, 2019, 11:36 PM IST

ନୂଆଦିଲ୍ଲୀ: ତେଲେଙ୍ଗାନାରେ ଜଣେ ସରକାରୀ କର୍ମଚାରୀଙ୍କ ଘରେ ଦୁର୍ନୀତି ନିବାରଣ ସଂସ୍ଥା (ଏସିବି)ର ରେଡ । ହାଇଦ୍ରାବାଦର ହାୟତନଗର ମହିଳା ତହସିଲଦାର ଲାବନ୍ୟାଙ୍କ ଘରେ ହେଲା ଚଢାଉ । ଲାବନ୍ୟାଙ୍କ ଘରୁ 92.5 ଲକ୍ଷ ନଗଦ ଟଙ୍କା ଜବତ କରିଛି ଏସିବି ଟିମ । ଲାବନ୍ୟାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଛି ଏସିବି ଟିମ ।

ସୂଚନା ଅନୁସାରେ ଏସିବି ଟିମ ଲାବନ୍ୟାଙ୍କ ଘରେ ଚଢାଉ କରିଥିଲେ । ତାଙ୍କ ଘରୁ ବହୁ ମାତ୍ରାରେ ନଗଦ ଟଙ୍କା, 420 ଗ୍ରାମ ସୁନା ଗହଣା ଆଦି ଜବତ କରିଛି । ଲାବନ୍ୟାଙ୍କ ବିରୋଧରେ ଏମ ଭାସ୍କର ନାମକ ଜଣେ ଚାଷୀ ଏସିବି ଟିମକୁ ଅଭିଯୋଗ କରିଥିଲେ । ଯାହାପରେ ଲାବନ୍ୟାଙ୍କ ଘରେ ଚଢାଉ ହୋଇଥିଲା ।

ଉକ୍ତ ଚାଷୀ ଅଭିଯୋଗ କରିଥିଲେ ଯେ ତହସିଲଦାର ତାଙ୍କୁ ଜମି ବାବାଦରେ ଲାଞ୍ଚ ମାଗିଥିଲେ । ଚାଷୀର ଜମିକୁ ଅନଲାଇନ ଅପଡେଟ କରିବା ପାଇଁ 8 ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ଆସିଛି । ସେପଟେ ତହସିଲଦାରଙ୍କ ବିରୋଧରେ ଅଭିଯୋଗ ପାଇବା ପରେ 4 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ତହସିଲଦାର ଲାବନ୍ୟା ।

Intro:ନୂଆପଡା ଜ଼ୀଲ୍ଲା ବୋଡେ଼ନ ବ୍ଲକ ବନ୍ୟଜନ୍ତୁ ସମ୍ବର ଶିକାରୀ ଘଟଣା ର ଭିନ୍ନ ମୋଡ । ଗତକାଲି ୫ ଜଣ ସମ୍ବର ଶିକାରୀ ଗିରଫ ହୋଇଥିବା ବେଳେ , ଆଜି ଘଟଣାରେ ସଂପୃକ୍ତ ଥିବା ପୁଣି ୧୧ ଜଣ ଶିକାରୀ ଙ୍କୁ ଖଡ଼ିଆଳ ରେଞ୍ଜ ଅଫିସରେ ଅଟକ ରଖି ଅଧିକ ତଦନ୍ତ ଚାଲିଥିବା ଖଡ଼ିଆଳ ରେଞ୍ଜର ଙ୍କ ସୂଚନା । ସମ୍ବର ଶିକାର ଘଟଣାରେ ପ୍ରାଥମିକ ତଦନ୍ତରେ ୧୬ ଜଣ ଅଭିଯୁକ୍ତ ସାମିଲ ଥିବା ଜଣାପଡିଛି । ଅଭିଯୁକ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସୂଚନା ଦେଇଛନ୍ତି ଖଡ଼ିଆଳ ରେଞ୍ଜ ଅଧିକାରୀ ସଦାନନ୍ଦ ସୁନାନୀ । ଏହି ଶିକାର ଘଟଣାରେ ବୋଡେ଼ନ ବ୍ଲକ ର ଟେମେରି , ଡ଼ନେଇବସା , ଜାମଗାଁ ଏହି ତିନି ଗୋଟି ଗାଁର ଶିକାରୀ ସାମିଲ ଥିବା ଜଣାପଡିଛି ।Body:ସମ୍ବର ଶିକାରୀ ଗିରଫConclusion:ଏଯାଏଁ ୧୬ ଜଣ ଗିରଫ ହୋଇ ଛନ୍ତି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.