ETV Bharat / bharat

ବର୍ଦ୍ଧମାନରେ ବଢୁଛି କଞ୍ଚା ଲଙ୍କା ଚା'ର ଲୋକପ୍ରୟତା

author img

By

Published : Dec 9, 2020, 11:02 PM IST

ଥରଟେ ଭାବନ୍ତୁ ତ ଯଦି ରାଗ କଞ୍ଚା ଲଙ୍କାରେ ଚା' ତିଆରି ହୋଇଥାଏ, ତାହେଲେ ତାହାର ସ୍ବାଦ କିପରି ଲାଗିବ...ଆଶ୍ଚର୍ଯ୍ୟ ହେବେ ପଶ୍ଚିମବଙ୍ଗ ବର୍ଦ୍ଧମାନରେ ଲୋକେ ରାଗ କଞ୍ଚା ଲଙ୍କାରେ ତିଆରି ଚା' ପିଇ ନେଉଛନ୍ତି ଭରପୁର ମଜା । ଅଧିକ ପଢନ୍ତୁ...

ବର୍ଦ୍ଧମାନରେ ବଢୁଛି କଞ୍ଚା ଲଙ୍କା ଚା'ର ଲୋକପ୍ରୟତା
ବର୍ଦ୍ଧମାନରେ ବଢୁଛି କଞ୍ଚା ଲଙ୍କା ଚା'ର ଲୋକପ୍ରୟତା

କୋଲକାତା: ଶୀତ ଦିନର ଶୀତ ସକାଳ, ଆଉ ତା' ସହିତ ମସଲା ଚା' ଢୋକେ ପିଇବାର ମଜା କିଛି ନିଆରା । ଚେୟାରରେ ବସି ଗରମ ଚା' ଢୋକେ ପିଇବାର ଶାନ୍ତି ଠୁ ଆଉ ବଡ କିଛି ନଥାଏ । ମସଲା ତଥା ରାଗ ଚା' ସବୁ ଭାରତୀୟଙ୍କ ପାଇଁ ଖାସ ରହିଆସିଛି ।

ଥରଟେ ଭାବନ୍ତୁ ତ ଯଦି ରାଗ କଞ୍ଚା ଲଙ୍କାରେ ଚା' ତିଆରି ହୋଇଥାଏ, ତାହେଲେ ତାହାର ସ୍ବାଦ କିପରି ଲାଗିବ...ଆଶ୍ଚର୍ଯ୍ୟ ହେବେ ପଶ୍ଚିମବଙ୍ଗ ବର୍ଦ୍ଧମାନରେ ଲୋକେ ରାଗ କଞ୍ଚା ଲଙ୍କାରେ ତିଆରି ଚା' ପିଇ ନେଉଛନ୍ତି ଭରପୁର ମଜା । ଆଉ ଏହି ରାଗ ଚା' ପିଇବା ପାଇଁ ଏଠାରେ ଲାଗୁଛି ଲମ୍ବା ଧାଡି । ବର୍ଦ୍ଧମାନରେ ଏହି କଞ୍ଚା ଲଙ୍କାରେ ପ୍ରସ୍ତୁତ ଚା' ଏବେ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି ।

ବର୍ଦ୍ଧମାନ ସହରର ଟାଉନହଲରେ ରହିଛି କଞ୍ଚାଲଙ୍କାରେ ପ୍ରସ୍ତୁତ ହେଉଥିବା ଚା' ଷ୍ଟଲ । ଏହି ସ୍ଥାନ ଏବେ ଲୋକଙ୍କ ପାଇଁ ପାଲଟିଛି ପ୍ରମୁଖ ଖଟି ଜାଗା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.