ETV Bharat / bharat

କୋରୋନା ମୁକାବିଲା ପାଇଁ 15ଶହ କୋଟି ପ୍ରଦାନ କଲେ ରତନ ଟାଟା - ଟାଟା ଗ୍ରୁପ ଅଧ୍ୟକ୍ଷ ରତନ ଟାଟାଙ୍କ ଘୋଷଣା

କୋରୋନା ମୁକାବିଲା ପାଇଁ ଟାଟା ଟ୍ରଷ୍ଟ 15ଶହ କୋଟି ଟଙ୍କା ପ୍ରଦାନ କରିଛି । ଏନେଇ ଟାଟା ଗ୍ରୁପ ଅଧ୍ୟକ୍ଷ ରତନ ଟାଟା ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

Tata Trusts has committed Rs 500 Crores to fight Against Coronavirus
କୋରୋନା ମୁକାବିଲା ପାଇଁ 5ଶହ କୋଟି ପ୍ରଦାନ କଲେ ରତନ ଟାଟା
author img

By

Published : Mar 28, 2020, 6:25 PM IST

Updated : Mar 28, 2020, 10:45 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଆତଙ୍କ ଦେଖାଯାଇଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଆଗେଇ ଆସିଛି ଟାଟା ଟ୍ରଷ୍ଟ । ଏଥିପାଇଁ ଟ୍ରଷ୍ଟ 5ଶହ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଟାଟା ସନ୍ସ ପକ୍ଷରୁ 1ହଜାର ଟଙ୍କା ପ୍ରଦାନ କରିଛି । କୋରୋନା ମୁକାବିଲା ପାଇଁ ଟାଟା ଦ୍ବାରା ମୋଟ 1500 କୋଟି ପ୍ରଦାନ କରାଯାଇଛି । ଏନେଇ ଟାଟା ଗ୍ରୁପ ଅଧ୍ୟକ୍ଷ ରତନ ଟାଟା ଘୋଷଣା କରିଛନ୍ତି ।

Tata Trusts has committed Rs 500 Crores to fight Against Coronavirus
କୋରୋନା ମୁକାବିଲା ପାଇଁ 5ଶହ କୋଟି ପ୍ରଦାନ କଲେ ରତନ ଟାଟା

ରତନ ଟାଟା ନିଜ ଟ୍ବିଟରରେ ଲେଖିଛନ୍ତି , 'କୋରୋନା (COVID19)ସଙ୍କଟ ହେଉଛି ଆମ ପିଢିର ସମ୍ମୁଖୀନ ହେଉଥିବା ଏକ କଠୋର ଆହ୍ବାନ । ଅତୀତରେ ଟାଟା ଟ୍ରଷ୍ଟ ଏବଂ ଟାଟା ଗ୍ରୁପ୍ କମ୍ପାନୀଗୁଡିକ ଦେଶର ଆବଶ୍ୟକତାକୁ ଲକ୍ଷ୍ୟ କରି ବିଭିନ୍ନ ସହାୟତା ପ୍ରଦାନ କରିଛନ୍ତି ।' ସଙ୍କଟ ମୁକାବିଲା ପାଇଁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ସମ୍ବଳ ନିୟୋଜିତ କରାଯିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଛନ୍ତି ।

@ANI

Last Updated : Mar 28, 2020, 10:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.