ETV Bharat / bharat

RBI ନୂଆ ନିର୍ଦ୍ଦେଶକ ହେଲେ ଏନ ଚନ୍ଦ୍ରଶେଖରନ - Tata Sons chairman Chandrasekaran

ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଟାଟା ଷ୍ଟିଲର ଟାଟା ସନ୍ସର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କୁ 2 ବର୍ଷ ପାଇଁ ନିଯୁକ୍ତ କରାଯାଇଛି।

Chandrasekaran
ଏନ ଚନ୍ଦ୍ରଶେଖରନ ହେଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶକ
author img

By

Published : Jun 23, 2020, 2:40 PM IST

ଜାମସେଦପୁର: ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଏନ ଚନ୍ଦ୍ରଶେଖରନ । ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଟାଟା ଷ୍ଟିଲର ଟାଟା ସନ୍ସର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କୁ 2 ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ସୋମବାର ଟାଟା ସନ୍ସ ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖରନଙ୍କୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

ଭାରତ ସରକାର ତାଙ୍କୁ ଦୁଇ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି । ଚଳିତବର୍ଷ ମାର୍ଚ୍ଚରୁ ତାଙ୍କର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି |ଏହାପୂର୍ବରୁ କେନ୍ଦ୍ର ସରକାରଙ୍କ ତରଫରୁ ଟାଟା ସନ୍ସ ଅଧ୍ୟକ୍ଷ ଏନ .ଚନ୍ଦ୍ରଶେଖରନଙ୍କୁ ମାର୍ଚ୍ଚ 2016 ଠାରୁ ଚାରି ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ସେଣ୍ଟ୍ରାଲ୍ ବୋର୍ଡ ଅଫ ଡାଇରେକ୍ଟର ଭାବରେ ନିଯୁକ୍ତି କରାଯାଇଥିଲା।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.