ETV Bharat / bharat

ପଞ୍ଜାବ ତରନତରନରେ ବିସ୍ଫୋରଣ, 15 ମୃତ ଆଶଙ୍କା - ପଞ୍ଜାବ

ପଞ୍ଜାବ ତରନତରନରେ ବିସ୍ଫୋରଣ। କୀର୍ତ୍ତନ କରିବାକୁ ଯାଉଥିବା ବେଳେ ଟ୍ରାକ୍ଟରରେ ରଖାଯାଇଥିବା ବାଣ ହୋଇଥିଲା ବିସ୍ଫୋରଣ। ଅଧିକ ପଢନ୍ତୁ...

Taran taran blast
ପ୍ରତିକାତ୍ମକ ଫଟୋ
author img

By

Published : Feb 8, 2020, 7:26 PM IST

Updated : Feb 8, 2020, 8:26 PM IST

ଅମୃତସର: ପଞ୍ଜାବ ତରନତରନରେ ଭୟଙ୍କର ବିସ୍ଫୋରଣ । ଏଥିରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 11 ଗୁରୁତର ହୋଇଛନ୍ତି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏ ଘଟଣାରେ 14ରୁ 15 ଜଣଙ୍କ ମୃତ୍ୟୁ ଘଟିଛି । ପୋଲିସ ଆଇଜିଙ୍କ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ 2 ମୃତକଙ୍କ ରେକର୍ଡ ରହିଛି ।

ପଞ୍ଜାବ ତରନତାରନରେ ବିସ୍ଫୋରଣ,
Taran taran blast
ପଞ୍ଜାବ ତରନତରନରେ ବିସ୍ଫୋରଣ

କିଛି ଲୋକ କୀର୍ତ୍ତନ କରିବାକୁ ଟ୍ରାକ୍ଟରରେ ଯାଉଥିବା ବେଳେ ଏଥିରେ ବିସ୍ଫୋରଣ ହୋଇଥିଲା । ଏହାପରେ 3 ଜଣ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅରରିନ୍ଦ୍ର ସିଂ ମୃତକଙ୍କୁ 5 ଲକ୍ଷ କ୍ଷତିପୂରଣ ରାଶି ଓ ଗୁରୁତରଙ୍କ ମାଗଣା ଚିକିତ୍ସା ନେଇ କରିଛନ୍ତି ଘୋଷଣା । ସେ ନେଇ ଟ୍ବିଟ କରି ଦେଇଛନ୍ତି ସୂଚନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

Amritsar IG-border range Sarinderpal Singh Parmar: 2 people have been killed in the accidental explosion and 11 have been injured. The numbers given by the SSP was according to the eyewitnesses.

Conclusion:
Last Updated : Feb 8, 2020, 8:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.