ETV Bharat / bharat

ତାମିଲନାଡୁରେ ଭୂଲରେ ଡିସଚାର୍ଜ ହେଲେ ଜଣେ କୋଭିଡ-19 ଆକ୍ରାନ୍ତ - covid19

ତାମିଲନାଡୁର ଭୁଲୁପୁରାମ ଜିଲ୍ଲାର ଏକ ଡାକ୍ତରଖାନାରେ ଜଣେ କୋଭିଡ-19 ଆକ୍ରାନ୍ତଙ୍କୁ ଭୂଲରେ କରାଗଲା ଡିସଚାର୍ଜ । ଅଧିକ ପଢନ୍ତୁ...

Tamil Nadu
ତାମିଲନାଡୁରେ ଭୁଲବଶତଃ ଜଣେ କୋଭିଡ-19 ଆକ୍ରାନ୍ତଙ୍କୁ କରାଗଲା ଡିସଚାର୍ଜ
author img

By

Published : Apr 10, 2020, 12:21 AM IST

ଚେନ୍ନାଇ: ତାମିଲନାଡୁରେ ଭୂଲବଶତଃ ଜଣେ କୋଭିଡ-19 ଆକ୍ରାନ୍ତଙ୍କୁ ଡିସଚାର୍ଜ କରି ଦିଆଯାଇଛି । ଯାହାକୁ ଏବେ ଖୋଜୁଛି ପୋଲିସ । ଭୁଲୁପୁରାମ ଜିଲ୍ଲାର ଏକ ଡାକ୍ତରଖାନାରେ ଉକ୍ତ ଆକ୍ରାନ୍ତ ଜଣଙ୍କ ଚିକିତ୍ସିତ ହେଉଥିଲେ ।

ମଙ୍ଗଳବାର ଉକ୍ତ ଡାକ୍ତରଖାନାରୁ 4 ଜଣ କୋରୋନା ଭାଇରସ ପଜିଟିଭ ରୋଗୀଙ୍କୁ ଡିସଚାର୍ଜ କରାଯାଇଥିଲା । ସେଥିମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ତ୍ରୁଟି କାରଣରୁ ଡିସଚାର୍ଜ କରି ଦିଆଯାଇଥିଲା । ଏହା ଜାଣିବା ପରେ ଡାକ୍ତରଖାନାର ଅଧିକାରୀମାନେ ପୋଲିସ ନିକଟରେ ପହଞ୍ଚିଥିଲେ ।

ଏନେଇ ପୋଲିସ ପକ୍ଷରୁ ନିଖୋଜ ଆକ୍ରାନ୍ତଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଭିଲୁପୁରମ ଜିଲ୍ଲାରେ ବର୍ତ୍ତମାନ 20 ଜଣ କୋଭିଡ-19 ଆକ୍ରାନ୍ତ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.