ETV Bharat / bharat

ଚମକାଉଛି ଚମକି - AES

ଚମକି ଜ୍ବରକୁ ନେଇ ରାଜନୈତିକ ମହଲରେ ଆରୋପ ପ୍ରତ୍ୟାରୋପ ପର୍ବ ଚାଲିଥିବାବେଳେ କେବେ ସ୍ଥିତି ସ୍ବାଭାବିକ ହେବ ତାହା ଉପରେ ରାଜ୍ୟବାସୀଙ୍କ ନଜର ।

ଡରାଉଛି ଚମକି ଜ୍ବର
author img

By

Published : Jun 21, 2019, 11:56 PM IST

ପାଟନା: ଚାରିଆଡୁ ଶୁଭୁଛି କାନ୍ଦ ବୋବାଳି ରଡି । ଅକାରଣରେ ଚାଲିଯାଉଛି ନିଷ୍ପାପ ଶିଶୁଙ୍କ ଜୀବନ । ଆମେ କହୁଛୁ ବିହାର ମୁଜାଫରପୁର ର କଥା । ଯେଉଁଠି ଏନସେଫାଲାଇଟ୍ସ ବା ଚମକି ଜ୍ବରରେ ପ୍ରାଣ ହରାଇଲେଣି 173 ଶିଶୁ । ଏବେବି ଶହଶହ ଶିଶୁ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ଥିତି ପରଖିବା ପାଇଁ ମେଡିକାଲରେ ନେତା, ମନ୍ତ୍ରୀ ଓ ସେଲିବ୍ରିଟିଙ୍କ ଭିଡ ଜମୁଛି, ହେଲେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢି ଚାଲିଥିବା ବେଳେ ପରିସ୍ଥିତି ଜଟିଳ ହେବାରେ ଲାଗିଛି ।

ଡରାଉଛି ଚମକି ଜ୍ବର

ବର୍ତ୍ତମାନ ସୁଦ୍ଧା ରୋଗର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ନିରାକରଣ କଥା ପଚାରେ ବା କିଏ ?

ଜାଣନ୍ତୁ ରୋଗର ଲକ୍ଷଣ ଓ ନିରାକରଣ ବିଷୟରେ...

  • ଅଚାନକ ଅସୁସ୍ଥ
  • ହଠାତ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ
  • ପ୍ରବଳ ଗରମ ଅନୁଭୁତ
  • ଦେହ ତାତିରେ ଖଇ ଫୁଟିବା
  • ମୁଣ୍ଡ ବିନ୍ଧିବା
  • ତଣ୍ଟି ଦରଜ
  • ବାନ୍ତି ଲାଗିବା
  • ଭୋକ ନ ଲାଗିବା
  • ଛୋଟ ଛୁଆଙ୍କ ମୁହଁରୁ ଝାଳ ବୋହିବା ଆଦି ରୋଗର ପ୍ରମୁଖ ଲକ୍ଷଣ ମାନ ।

ନିରାକରଣ

  • ପୀଡିତ ଶିଶୁ ଶରୀରରେ ଜଳୀୟ ଅଂଶ କମିବାକୁ ଦେବା ନାହିଁ ।
  • ପୀଡିତ ଶିଶୁକୁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଦେବା ।
  • ରାତିରେ ଖାଦ୍ୟ ଖାଇବା ପରେ ମିଠା ଖାଇବାକୁ ଦେବା ନିହାତି ଦରକାର ।
  • ଶିଶୁଙ୍କୁ କିଛି ସମୟ ବ୍ୟବଧାନରେ ତରଳ ପଦାର୍ଥ ଦେବା ଜରୁରୀ, ଏହାଦ୍ବାରା ଦେହରେ ଜଳୀୟ ଅଂଶ କମିବ ନାହିଁ ।

କେଉଁ କାରଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ

  • ଶିଶୁଙ୍କୁ ଦୂଷିତ ପାଣି ଠାରୁ ଦୂରେଇ ରଖିବା ।
  • ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶାରୀ ଟାଙ୍ଗି ଶୋଇବା ସହ ଘରର ଆଖପାଖରେ ପାଣି ଜମିବାକୁ ଦେବେ ନାହିଁ ।
  • ଖରାରୁ ଶିଶୁଙ୍କୁ ଦୂରେଇ ରଖିବେ ।
  • ଜ୍ବର ହେବା ମାତ୍ରେ ବିଳମ୍ବ ନକରି ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଇବେ ।
  • ଝଡାଫୁଙ୍କା ବା ଦେଶୀ ଚିକିତ୍ସା ନକରାଇ ନିକଟସ୍ଥ ମେଡିକାଲ ଡାକ୍ତରଙ୍କ ସହ ପରାମର୍ଶ କରାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

ଚମକାଉଛି ଚମକି

ଚମକି ଜ୍ବରକୁ ନେଇ ରାଜନୈତିକ ମହଲରେ ଆରୋପ ପ୍ରତ୍ୟାରୋପ ପର୍ବ ଚାଲିଥିବାବେଳେ କେବେ ସ୍ଥିତି ସ୍ବାଭାବିକ ହେବ ତାହା ଉପରେ ରାଜ୍ୟବାସୀଙ୍କ ନଜର ।

ପାଟନା: ଚାରିଆଡୁ ଶୁଭୁଛି କାନ୍ଦ ବୋବାଳି ରଡି । ଅକାରଣରେ ଚାଲିଯାଉଛି ନିଷ୍ପାପ ଶିଶୁଙ୍କ ଜୀବନ । ଆମେ କହୁଛୁ ବିହାର ମୁଜାଫରପୁର ର କଥା । ଯେଉଁଠି ଏନସେଫାଲାଇଟ୍ସ ବା ଚମକି ଜ୍ବରରେ ପ୍ରାଣ ହରାଇଲେଣି 173 ଶିଶୁ । ଏବେବି ଶହଶହ ଶିଶୁ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ଥିତି ପରଖିବା ପାଇଁ ମେଡିକାଲରେ ନେତା, ମନ୍ତ୍ରୀ ଓ ସେଲିବ୍ରିଟିଙ୍କ ଭିଡ ଜମୁଛି, ହେଲେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢି ଚାଲିଥିବା ବେଳେ ପରିସ୍ଥିତି ଜଟିଳ ହେବାରେ ଲାଗିଛି ।

ବର୍ତ୍ତମାନ ସୁଦ୍ଧା ରୋଗର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ନିରାକରଣ କଥା ପଚାରେ ବା କିଏ ?

ଜାଣନ୍ତୁ ରୋଗର ଲକ୍ଷଣ ଓ ନିରାକରଣ ବିଷୟରେ...

  • ଅଚାନକ ଅସୁସ୍ଥ

  •          
  • ହଠାତ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ

  •          
  • ପ୍ରବଳ ଗରମ ଅନୁଭୁତ

  •          
  • ଦେହ ତାତିରେ ଖଇ ଫୁଟିବା

  •          
  • ମୁଣ୍ଡ ବିନ୍ଧିବା

  •          
  • ତଣ୍ଟି ଦରଜ

  •          
  • ବାନ୍ତି ଲାଗିବା

  •          
  • ଭୋକ ନ ଲାଗିବା 

  •          
  • ଛୋଟ ଛୁଆଙ୍କ ମୁହଁରୁ ଝାଳ ବୋହିବା ଆଦି ରୋଗର ପ୍ରମୁଖ ଲକ୍ଷଣ ମାନ ।

ନିରାକରଣ

  • ପୀଡିତ ଶିଶୁ ଶରୀରରେ ଜଳୀୟ ଅଂଶ କମିବାକୁ ଦେବା ନାହିଁ । 

  •          
  • ପୀଡିତ ଶିଶୁକୁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଦେବା ।

  •          
  • ରାତିରେ ଖାଦ୍ୟ ଖାଇବା ପରେ ମିଠା ଖାଇବାକୁ ଦେବା ନିହାତି ଦରକାର ।

  •          
  • ଶିଶୁଙ୍କୁ କିଛି ସମୟ ବ୍ୟବଧାନରେ ତରଳ ପଦାର୍ଥ ଦେବା ଜରୁରୀ, ଏହାଦ୍ବାରା ଦେହରେ ଜଳୀୟ ଅଂଶ କମିବ ନାହିଁ ।

କେଉଁ କାରଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ

  • ଶିଶୁଙ୍କୁ ଦୂଷିତ ପାଣି ଠାରୁ ଦୂରେଇ ରଖିବା ।

  •          
  • ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶାରୀ ଟାଙ୍ଗି ଶୋଇବା ସହ ଘରର ଆଖପାଖରେ ପାଣି ଜମିବାକୁ ଦେବେ ନାହିଁ ।

  •          
  • ଖରାରୁ ଶିଶୁଙ୍କୁ ଦୂରେଇ ରଖିବେ ।

  •          
  • ଜ୍ବର ହେବା ମାତ୍ରେ ବିଳମ୍ବ ନକରି ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଇବେ ।

  •          
  • ଝଡାଫୁଙ୍କା ବା ଦେଶୀ ଚିକିତ୍ସା ନକରାଇ ନିକଟସ୍ଥ ମେଡିକାଲ ଡାକ୍ତରଙ୍କ ସହ ପରାମର୍ଶ କରାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.