ETV Bharat / bharat

ନିର୍ବାଚନ ଫଳାଫଳ ପୂର୍ବରୁ ଲଡୁ ପ୍ରସ୍ତୁତିରେ ବ୍ୟସ୍ତ ନେତା - ମହାରାଷ୍ଟ୍ର ନିର୍ବାଚନ ଫଳାଫଳ

ଗୁରୁବାର ମହାରାଷ୍ଟ୍ର ମୁକୁଟ କିଏ ପିନ୍ଧିବ ସେ ନେଇ ଫଇସଲା ଆସିବ । ହେଲେ ଫଳାଫଳ ପୂର୍ବରୁ ଫାଷ୍ଟକ୍ଲାସ ପାଇସାରିଥିବା ଅନୁମାନ କରି ମହାରାଷ୍ଟ୍ର ବିଜେପି କର୍ମୀ ଦଳୀୟ କାର୍ଯ୍ୟାଳୟରେ ଲଡୁ ତିଆରି କରିବାରେ ବ୍ୟସ୍ତ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Oct 23, 2019, 10:59 PM IST

ମୁମ୍ବାଇ: ରେଜଲ୍ଟ ଆସିବା ପୂର୍ବରୁ ବିଜେପି ନେତାଙ୍କ ମିଠେଇ ତିଆରି । ଗୁରୁବାର ମହାରାଷ୍ଟ୍ର ମୁକୁଟ କିଏ ପିନ୍ଧିବ ସେ ନେଇ ଫଇସଲା ଆସିବ । ହେଲେ ଫଳାଫଳ ପୂର୍ବରୁ ଫାଷ୍ଟକ୍ଲାସ ପାଇସାରିଥିବା ଅନୁମାନ କରି ମହାରାଷ୍ଟ୍ର ବିଜେପି କର୍ମୀ ଦଳୀୟ କାର୍ଯ୍ୟାଳୟରେ ଲଡୁ ତିଆରି କରିବାରେ ବ୍ୟସ୍ତ ।

Sweets being prepared at BJP office
ଫଟୋ ସୌଜନ୍ୟ: ଏଏନଆଇ

ପାର୍ଟି ଅଫିସରେ ଦଳୀୟ ନେତା ଓ କର୍ମୀ ଲଡୁ ପ୍ରସ୍ତୁତ କରିବାରେ ବ୍ୟସ୍ତ । ଦଳୀୟ ମୁଖ୍ୟାଳୟରେ 5000 ଲଡୁ ପ୍ରସ୍ତୁତ କରିବା ଆରମ୍ଭ ହୋଇସାରିଲାଣି । ଏହାସହ ଭୋଟ ଗଣତିର ଲାଇଭ କଭରେଜ ଦେଖିବା ପାଇଁ ପାର୍ଟି ଅଫିସରେ ଏକ ବଡ ସ୍କ୍ରିନର ବ୍ୟବସ୍ଥା କରାଯାଇଛି ।

ଦଳର ଜଣେ ନେତା ମହିଳା ପ୍ରାର୍ଥୀଙ୍କ ପାଇଁ ଫୁଲମାଳ ଅଗ୍ରୀମ ଦିଆଯାଇଥିବା କଥା କହିଛନ୍ତି । ଏହାସହ ସମସ୍ତ କାର୍ଯ୍ୟକର୍ତ୍ତା ସକାଳ 10ଟା ସୁ୍ଧା ପାର୍ଟି ମୁଖ୍ୟାଳୟରେ ହାଜିର ହେବା ପାଇଁ କୁହାଯାଇଛି ମତଦାନ ପରେ ଏକଜିଟ୍‌ ପୋଲ ରିପୋର୍ଟ ବିଜେପି ସପକ୍ଷରେ ଯାଇଥିଲା । ଅନେକ ସଂସ୍ଥା ବିଜେପିକୁ ବିପୁଳ ବିଜୟ ମିଳିବା ପୂର୍ବନୁମାନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସୋମବାର 21 ଅକ୍ଟୋବରରେ ଭୋଟ ଗ୍ରହଣ କରାଯାଇଥିଲା ।

Intro:Body:

https://www.etvbharat.com/hindi/chhattisgarh/bharat/bharat-news/lord-rama-performed-shradh-of-father-dasaratha-at-dasharatha-ghat-in-shahdol/na20191023081304573

https://www.etvbharat.com/english/national/jagte-raho/crime-news/up-two-bird-smugglers-arrested-in-ghaziabad-5-owls-recovered/na20191023053327578

Two bird smugglers arrested in Ghaziabad, 5 owls recovered

ଗଜିଆବାଦରେ 2 ପକ୍ଷୀ ତସ୍କର ଗିରଫ, 5 ପେଚା ଉଦ୍ଧାର

ଗଜିଆବାଦରେ ବଳି ଯୋଜନାକୁ ପଣ୍ଡ କଲା ପୋଲିସ । ପକ୍ଷୀ ଚାଲାଣ ବେଳେ 2 ତସ୍କର ଗିରଫ । ଅଧିକ ପଢନ୍ତୁ..

ଲକ୍ଷ୍ନୌ: ଚାରିଆଡେ ଦୀପାବଳିର ମାହୋଲ । ଏହି ଦିନମାନଙ୍କରେ କୁ-ପ୍ରଥା ରହିଛି ବଳି ପକାଇବାର । ଯାହାକୁ ସରକାରଙ୍କ ପକ୍ଷରୁ ବିରୋଧ କରାଯାଉଥିଲେ ମଧ୍ୟ ଲୁଚା ଛପାରେ କିନ୍ତୁ ଏହା ଅନେକ ସ୍ଥାନରେ ଜାରି ରହିଛି । ଯାହାକୁ ନେଇ ମଧ୍ୟପ୍ରଦେଶର ଗଜିଆବାଦ ପୋଲିସ ମଙ୍ଗଳବାର 2 ଜଣ ପକ୍ଷୀ ତସ୍କରଙ୍କୁ ଗିରଫ କରିଛି । ଏହାସହିତ ଅଭିଯୁକ୍ତଙ୍କ ଠାରୁ 5ଟି ଦୁର୍ଲଭ ପ୍ରଜାତିର ପେଚା ଜବତ କରିଛି । 

ସୂଚନାମୁତାବକ, ଆଗକୁ ଦିପାବଳୀ ଥିବା ବେଳେ ଉକ୍ତ ପେଚାଙ୍କୁ ବଳି ପକାଇବା ପାଇଁ ଯୋଜନା ଚାଲିଥିଲା । ଯେଉଁଥିପାଇଁ 

ପକ୍ଷୀ ତସ୍କର କୁ-ପ୍ରଥା ନାଁରେ ବଳିଦେବାକୁ ଯୋଜନା କରିଥିବା ଜଣେ ବ୍ୟକ୍ତିକୁ ବିକ୍ରି କରିବା ନେଇ ଯାଉଥିଲେ । ଏହି ଖବର ମିଳିବାପରେ ଉଭୟଙ୍କୁ ଗିରଫ କରିଛି ପୋଲିସ ।  ଏମାନଙ୍କର ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି । କାରଣ ଦୀପାବଳି ସମୟରେ ଏମାନଙ୍କ ଚାହିଦା ବେଶ ଅଧିକ ରହିଥିବା ସୂଚନା ଦେିଛନ୍ତି  ଗଜିଆବାଦ ଏସପି ମନିଶ ମିଶ୍ରା । 

ପରେ ଜବତ ହୋଇଥିବା 5ଟି ପେଚାଙ୍କୁ ବନ ବିଭାଗ ଅଧିକାରୀଙ୍କୁ ଦିଆଯାଇଛି ।

--------------------------------------------------------------

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

https://www.etvbharat.com/hindi/chhattisgarh/state/bilaspur/ajit-jogi-has-accused-the-past-and-present-government-of-the-elephant-problem-in-bilaspur/ct20191023071644020

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.