ETV Bharat / bharat

ସୁରଟ ଛାତ୍ରଛାତ୍ରୀଙ୍କ ନିଆରା ସେଲିବ୍ରେସନ: ଓ୍ବେଷ୍ଟେଜ କପଡାରେ କଲେ ମୋଦିଙ୍କ ପ୍ରତିମୂର୍ତ୍ତୀ

author img

By

Published : May 30, 2019, 7:51 PM IST

Updated : May 31, 2019, 8:05 AM IST

ମୋଦିଙ୍କ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ନେଇ ସବୁଆଡେ ଖୁସିର ମାହୋଲ । ଓ୍ବେଷ୍ଟେଜ କପଡାରେ ମୋଦିଙ୍କ ପ୍ରତିମୂର୍ତ୍ତୀ ତିଆରି କରି ସେଲିବ୍ରେସନ କଲେ ସୁରଟ ଛାତ୍ରଛାତ୍ରୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସୁରଟ: 2019 ସାଧାରଣ ନିର୍ବାଚନରେ ପୁଣି ଥରେ ବିଜୟ ଲାଭ କରିଛି ବିଜେପି । ଏନେଇ ଆଜି ରାଷ୍ଟ୍ରପତି ଭବନରେ ଦ୍ବିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ମୋଦି । ତେବେ ଦ୍ବିତୀୟ ଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ହେବା ନେଇ ଗୁଜୁରାଟର ସୁରଟବାସୀଙ୍କ ମଧ୍ୟରେ ଖୁସିର ମାହୋଲ ରହିଛି ।

ଏନେଇ ସୁରଟର କିଛି ଛାତ୍ରଛାତ୍ରୀ ମିଶି ମୋଦିଙ୍କର ଏକ ପ୍ରତିମୂର୍ତ୍ତୀ ତିଆରି କରିଛନ୍ତି । ପିପଲୋଦ ଅଞ୍ଚଳର ଷ୍ଟାର୍ଚ କଲେଜର ଛାତ୍ରଛାତ୍ରୀ ମିଶି 'ଓ୍ବେଷ୍ଟେଜ କପଡା'କୁ ଯୋଡି ସେଥିରେ ମୋଦିଙ୍କର ପ୍ରତିମୂର୍ତ୍ତୀ ତିଆରି କରିଛନ୍ତି । ଏହାକୁ ତିଆରି କରିବା ପାଇଁ 30 ଜଣ ଛାତ୍ରଛାତ୍ରୀଙ୍କୁ ଲାଗିଥିଲା 6 ଘଣ୍ଟାର ସମୟ । ଆଉ ଏହା ବେଶ ଆକର୍ଷଣୀୟ ହୋଇଥିବାବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Intro:Body:

sdf

Conclusion:
Last Updated : May 31, 2019, 8:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.