ETV Bharat / bharat

ଆସନ୍ତାକାଲି ଅଯୋଧ୍ୟା ଶୁଣାଣି - ayodhya-land-case

ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ  ହେବ । ମୁଖ୍ୟ ବିଚାରପତି ରଞ୍ଜନ ଗୋଗାଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ ।

ଫାଇଲ ଫଟୋ
author img

By

Published : Jul 10, 2019, 9:06 PM IST

ନୂଆଦିଲ୍ଲୀ: ଗୁରୁବାର ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦର ଶୁଣାଣି ସୁପ୍ରିମକୋର୍ଟରେ ହେବ । ମୁଖ୍ୟ ବିଚାରପତି ରଞ୍ଜନ ଗୋଗାଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ । ତେବେ ଖଣ୍ଡପୀଠ ମାମଲାର ଶୁଣାଣି ଶୀଘ୍ର କରନ୍ତୁ ବୋଲି ହିନ୍ଦୁ ପକ୍ଷଧର ଗୋପାଳ ସିଂହ ବିଶାରଦ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବେ ଏହି ଆବେଦନର ଶୁଣାଣି ଆସନ୍ତାକାଲି 10 ଟା 30 ରେ ହେବ ବୋଲି କୋର୍ଟ ନିର୍ଦ୍ଧାରଣ କରିଛନ୍ତି ।

ମାମଲାର ଶୀଘ୍ର ଶୁଣାଣି କରିବା ପାଇଁ ମଙ୍ଗଳବାର ଗୋପାଳ ସିଂହ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ରାମ ଜନ୍ମଭୂମି ବାବ୍ରୀ ମସଜିଦ ମାମଲାର ସମାଧାନ ଦିଗରେ ପ୍ରଥମ ପର୍ଯ୍ୟାୟରେ ମଧ୍ୟସ୍ଥି ମାନଙ୍କ ଦ୍ବାରା କୌଣସି ପ୍ରକାରର ପ୍ରଗତି ହୋଇ ନାହିଁ । ତେଣୁ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଶୀଘ୍ର କରନ୍ତୁ ବୋଲି ସେ ନିଜ ଆବେଦନରେ କହିଥିଲେ । ତେବେ କୋର୍ଟ ଏହି ଆବେଦନ ଉପରେ ବିଚାର କରିବେ ବୋଲି ତାଙ୍କୁ ଆଶ୍ବାସନା ଦେଇଥିଲେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.