ETV Bharat / bharat

ଆଶାରାମ ବାପୁଙ୍କୁ ପୁଣି ଝଟକା, ଜାମିନ ଦେବାକୁ ସୁପ୍ରିମକୋର୍ଟଙ୍କ ନା

ଦୁଷ୍କର୍ମ ମାମଲାରେ ଜେଲରେ ବନ୍ଦୀ ଭାବରେ ରହିଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ଜାମିନ ଦେବାକୁ ପୁଣି ଥରେ ମନା କରିଦେଇଛନ୍ତି ।

author img

By

Published : Jul 15, 2019, 1:03 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସୋମବାର ଆଶାରାମ ବାପୁଙ୍କୁ ପୁଣି ଝଟକା ଲାଗିଛି । ଦୁଷ୍କର୍ମ ମାମଲାରେ ଜେଲରେ ବନ୍ଦୀ ଭାବରେ ରହିଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ଜାମିନ ଦେବାକୁ ପୁଣି ଥରେ ମନା କରିଦେଇଛନ୍ତି । ପ୍ରଥମେ ମାମଲାର ଶୁଣାଣି ସମ୍ପୂର୍ଣ୍ଣ କରିବାର ଆବଶ୍ୟକତା ରହିଛି । ଗୁଜୁରାଟ ଟ୍ରାଏଲ କୋର୍ଟରେ ମାମଲାର ଶୁଣାଣି ସରିବା ପରେ କୌଣସି ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଛନ୍ତି ।

ଆଶାରାମ ବାପୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଯୋଧପୁର ଜେଲରେ ସଜା କାଟୁଛନ୍ତି । ଯୋଧପୁରର ବିଶେଷ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ।

ତେବେ ଆଶାରାମ ବାପୁ ସ୍ବାସ୍ଥ୍ୟ ସମସ୍ୟା ଦର୍ଶାଇ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.