ନୂଆଦିଲ୍ଲୀ: ହୋଲି ଛୁଟିରେ ସୁପ୍ରିମକୋର୍ଟରେ ବିଚାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସୁପ୍ରିମକୋର୍ଟ 2ଟି ଭ୍ୟାକେସନ ବେଞ୍ଚ ଗଠିତ କରାଯାଇଛି । ଏହି ବେଞ୍ଚରେ ବିଭିନ୍ନ ଜରୁରୀକାଳୀନ ପ୍ରସଙ୍ଗରେ ବିଚାର କାର୍ଯ୍ୟ କରାଯିବ ।
ଗୋଟିଏ ବେଞ୍ଚ 9 ମାର୍ଚ୍ଚରେ ବିଭିନ୍ନ ମାମଲାର ଶୁଣାଣୀ କରିବାକୁ ଥିବା ବେଳେ ଅନ୍ୟ ବେଞ୍ଚଟି 12 ତାରିଖରେ ବିଭିନ୍ନ ମାମଲାର ଶୁଣାଣୀ କରିବେ ।
@ANI