ETV Bharat / bharat

ଚିଦା ଆଶ୍ବସ୍ତ; ସୋମବାର ପର୍ଯ୍ୟନ୍ତ ଗିରଫ କରିପାରିବନି ଇଡି - ସୁପ୍ରିମ କୋର୍ଟ

26 ଅଗଷ୍ଟ ଯାଏ ଚିଦାମ୍ବରମଙ୍କୁ ଗିରଫ ନ କରିବା ନେଇ ଇଡିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ସୋମବାର ହେବ ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି ।

ଡିଜାଇନ ଫଟୋ
author img

By

Published : Aug 23, 2019, 4:15 PM IST

ନୂଆଦିଲ୍ଲୀ: INX ମିଡିଆ ମାମଲାରେ ସିବିଆଇ ହେପାଜତରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଇଡିର ଗିରଫଦାରୀରୁ କିଛିଟା ଆଶ୍ବସ୍ତି ମିଳିଛି । କୋର୍ଟ ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣିକୁ 26 ଅଗଷ୍ଟ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ।

ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମଙ୍କୁ ଗିରଫ କରି ପାରିବେ ନାହିଁ । ସୋମବାର ପର୍ଯ୍ୟନ୍ତ ଚିଦାମ୍ବରମଙ୍କ ଗିରଫଦାରୀ ଉପରେ ରୋକ ଲଗାଯାଇଥିବା ବେଳେ ସେହିଦିନ ହିଁ ଜାମିନ ଆବେଦନର ଶୁଣାଣି ହେବ । ଅନ୍ୟ ପକ୍ଷରେ ଗତ ସାଢେ ତିନି ଘଣ୍ଟାରୁ ଚିଦାମ୍ବରମଙ୍କୁ ଜେରା ଜାରି ରହିଛି ଇଡି ।

Intro:Body:

BLANK FOR NEWS

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.