ETV Bharat / bharat

ଦିଦିଙ୍କ ବିବାଦୀୟ ଫଟୋ ମାମଲା: ପ୍ରିୟଙ୍କା ଶର୍ମାଙ୍କୁ ମିଳିଲା ବେଲ

ମମତାଙ୍କ ବିବାଦୀୟ ଫଟୋ ମାମଲାରେ ଗିରଫ ହୋଇଥିବା ବିଜେପି ଯୁବ ମୋର୍ଚ୍ଚା ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ମିଳିଲା ବେଲ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 14, 2019, 12:45 PM IST

ନୂଆଦିଲ୍ଲୀ: ବିଜେପି ଯୁବ ମୋର୍ଚ୍ଚା ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ମିଳିଲା ବେଲ । ଝିଅକୁ ବେଲ୍‌ ମିଳିବା ପରେ ନିଜର ଖୁସି ଜାହିର କଲେ ପ୍ରିୟଙ୍କାଙ୍କ ମାଆ ରାଜ କୁମାରୀ ଶର୍ମା । ସେପଟେ ପ୍ରିୟଙ୍କା ଶର୍ମାଙ୍କ ଓକିଲ ଏନକେ କୌଲଙ୍କ ନିକଟରେ ଖାଲି କାଗଜରେ କ୍ଷମା ମାଗିବା ପାଇଁ ଏକ ସର୍ତ୍ତ ରଖାଯାଇଥିଲା । ପରେ ତାଙ୍କୁ ପୁଣି ଥରେ ଡାକି କ୍ଷମା ମାଗିବା ସର୍ତ୍ତକୁ ରଦ୍ଦ କରିବା ସହ ଖୁବ ଶୀଘ୍ର ସେ ରିଲିଜ ହେବା ନେଇ ଶୁଣାଣି କରିଛି ସୁପ୍ରିମକୋର୍ଟ ।

ମମତାଙ୍କ ବିବାଦୀୟ ଫଟୋ ମାମଲାରେ ସୁପ୍ରିମକୋର୍ଟରେ ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ସଞ୍ଜୀବ ଖାନାଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଛନ୍ତି । ତାଙ୍କ ଫେରିବା ବାଟକୁ ଅପେକ୍ଷା କରି ରହିଛନ୍ତି ବୋଲି ପ୍ରକାଶ କରିଛନ୍ତି ପ୍ରିୟଙ୍କାଙ୍କ ମାଆ ରାଜ କୁମାରୀ ଶର୍ମା ।

ତେବେ ଏଠାରେ କହିରଖୁଛୁ ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ଫଟୋକୁ ବ୍ୟଙ୍ଗାତ୍ମକ କରି ସୋସିଆଲ ମିଡିଆରେ ପ୍ରକାଶ କରାଯାଇଥିଲା । ଯାହା ତାଙ୍କ ସମ୍ମାମହାନୀ କରୁଛି ବୋଲି ତୃଣମୁଳ ନେତା ବିଭାସ ଭରଦ୍ବାଜ ଥାନାରେ ଦାଖଲ କରିଥିଲେ । ଅଭିଯୋଗ କ୍ରମେ ଏହି ମାମଲାରେ ଗିରଫ ହୋଇଥିଲେ ବିଜେପି ଯୁବ ମୋର୍ଚ୍ଚ ନେତ୍ରୀ ପ୍ରିୟଙ୍କା ଶର୍ମା ।

Intro:Body:

sdfd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.