ETV Bharat / bharat

ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ପାଇଁ ଗଠନ ହେବ ଟ୍ରଷ୍ଟ

ଉତ୍ତରପ୍ରଦେଶ ସୁନ୍ନୀ ୱାକଫ୍ ବୋର୍ଡ ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ କରିଛନ୍ତି । ଅଧିକ ପଢନ୍ତୁ...

sunni waqf board
ସୁନ୍ନୀ ୱାକଫ୍ ବୋର୍ଡ
author img

By

Published : Mar 4, 2020, 9:49 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସୁନ୍ନୀ ୱାକଫ୍ ବୋର୍ଡ ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ କରିଛନ୍ତି । ଗଠନ ହୋଇଥିବା ଟ୍ରଷ୍ଟର ନାଁ ହେଉଛି ‘ଇଣ୍ଡୋ ଇସଲାମିକ କଲ୍ଚରାଲ ଟ୍ରଷ୍ଟ’ । ଏହି ଟ୍ରଷ୍ଟରେ ପ୍ରାୟ 10ଜଣ ସଦସ୍ୟ ଅଛନ୍ତି।

ଟ୍ରଷ୍ଟରେ ସୁନ୍ନୀ ୱାକଫ୍ ବୋର୍ଡର 5 ଜଣ ସଦସ୍ୟ ଅଛନ୍ତି । ଏହି ଟ୍ରଷ୍ଟର ଅଧ୍ୟକ୍ଷ ହେବେ ୱାକଫ୍ ବୋର୍ଡର ଚେୟାରମ୍ୟାନ ଜଫର ଅହମ୍ମଦ ଫାରୁକୀ । ପ୍ରକାଶଥାଉକି, ମାର୍ଚ୍ଚ 5ରେ ବୈଠକ ହେବା ପରେ ଏହି ଟ୍ରଷ୍ଟକୁ ଅଫିସିଆଲ ଘୋଷଣା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.