ETV Bharat / bharat

MP-ATGMର ସଫଳ ପରୀକ୍ଷଣ, ଟାର୍ଗେଟରେ ଶତ୍ରୁର ଟ୍ୟାଙ୍କ

ଏମପି-ଏଟିଜିଏମକୁ ସ୍ଥଳସେନା ପାଇଁ ବିକଶିତ କରାଯାଇଛି । ସୂଚନାଯୋଗ୍ୟ, ବୁଧବାର ରାତିରେ ରାଜସ୍ଥାନର ମରୁଭୂମିରେ ଡିଆରଡିଓ ପକ୍ଷରୁ ଏହି ଟ୍ୟାଙ୍କ ନିରୋଧୀ ମାସାଇଲର ସଫଳ ପରୀକ୍ଷଣ ହୋଇଥିଲା । ଏହି ଅବସରରେ ମିସାଇଲର ୨-୩ କିଲୋମିଟର ଷ୍ଟ୍ରାଇକ ରେଞ୍ଜରେ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଥିଲା ।

author img

By

Published : Mar 14, 2019, 11:17 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ହାସଲ କରିଛି ଏକ ବଡ ଉପଲବ୍ଧି । ମ୍ୟାନ-ପୋର୍ଟେବଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ (ଏମପି-ଏଟିଜିଏମ)ର ସଫଳ ପରୀକ୍ଷଣ ହୋଇଥିବା ସୂଚନା । ଏହାକୁ ଡିଆରଡିଓ ସେନାର ଇନଫ୍ରାଣ୍ଟ୍ରେ ଟୁପ ପାଇଁ ବିକଶିତ କରିଛି । ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆରଡିଓ) ତରଫରୁ ଏହାର ସଫଳ ପରୀକ୍ଷଣ କରାଯାଇଛି । ଏହା ଯୁଦ୍ଧ ସମୟରେ ଶତ୍ରୁର ଟ୍ୟାଙ୍କକୁ ଖୋଜି ଖୋଜି ଧ୍ବଂସ କରିବ ।

ଏମପି-ଏଟିଜିଏମକୁ ସ୍ଥଳସେନା ପାଇଁ ବିକଶିତ କରାଯାଇଛି । ସୂଚନାଯୋଗ୍ୟ, ବୁଧବାର ରାତିରେ ରାଜସ୍ଥାନର ମରୁଭୂମିରେ ଡିଆରଡିଓ ପକ୍ଷରୁ ଏହି ଟ୍ୟାଙ୍କ ନିରୋଧୀ ମାସାଇଲର ସଫଳ ପରୀକ୍ଷଣ ହୋଇଥିଲା । ଏହି ଅବସରରେ ମିସାଇଲର ୨-୩ କିଲୋମିଟର ଷ୍ଟ୍ରାଇକ ରେଞ୍ଜରେ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଥିଲା ।

ଏହାପୂର୍ବରୁ ରାଜସ୍ଥାନର ପୋଖରଣରେ ମାର୍ଚ୍ଚ ୧୧ରେ ସ୍ବଦେଶୀ କୌଶଳରେ ବିକଶିତ ଗାଇଡେଡ ମିସାଇଲ୍ 'ପିନାକି'ର ସଫଳ ପରୀକ୍ଷଣ କରାଯାଇଥିଲା । ଏହା ଦ୍ବାରା ସେନା ଆହୁରି କ୍ଷମତାଶୀଳ ହେବ ।

Intro:Body:

ମୁମ୍ବାଇ: ଶେଷରେ ରିଲିଜ ହୋଇଛି ଫିଲ୍ମ 'ମରୁଧର ଏକ୍ସପ୍ରେସ'ର ଟ୍ରେଲର ଓ ରିଲିଜ ଡେଟ । ଅଭିନେତା କୁନାଲ ରୟ କପୁର ଓ ତାରା ଆଲିଶା ବେରୀଙ୍କ ଅଭିନୀତ ଏହି ଫିଲ୍ମଟି ଗୋଟିଏ ମଜାଦାର ଆରେଞ୍ଜ ମ୍ୟାରେଜକୁ ନେଇ ଆଧାରିତ...

ପ୍ରଖ୍ୟାତ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ଗୋଟିଏ ଫଟୋ ପୋଷ୍ଟ କରି ଟ୍ରେଲର ଓ ରିଲିଜ ଡେଟ ବିଷୟରେ ଘୋଷଣା କରିଛନ୍ତି । ବିଶାଲ ମିଶ୍ରାଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ କୁନାଲଙ୍କର ତାରାଙ୍କ ସହ ଆରେଞ୍ଜ ମ୍ୟାରେଜ ହୁଏ । କିନ୍ତୁ କୁନାଲଙ୍କ ପିତା ବର୍ଷେ ମଧ୍ୟରେ ଦେଖିବାକୁ ଚାହାଁନ୍ତି ନାତୀ/ନାତୁଣୀ । ଆଉ ଏହି ଚିନ୍ତାରେ କୁନାଲ ବି ପତ୍ନୀଙ୍କ ସହ ସମ୍ପର୍କ ରଖିବାକୁ ବିଫଳ ହୁଅନ୍ତି । 

କିନ୍ତୁ ଏଭିତରେ ଆସେ ଗୋଟିଏ ବଡ ଟ୍ବିଷ୍ଟ । ଟ୍ରେଲରର ଶେଷରେ କୁନାଲ କୁହନ୍ତି କି ପତ୍ନୀ ଗର୍ଭବତୀ ଅଛନ୍ତି କିନ୍ତୁ ମୁଁ କିଛି କରିନାହିଁ । ତେବେ ଏହା କିପରି ସମ୍ଭବ ହୋଇଛି ତାହା ଜାଣିବାକୁ ଆପଣଙ୍କୁ ଆଉ କିଛିଦିନ ଅପେକ୍ଷା କରିବାକୁ ପଡିବ । କାରଣ ଫିଲ୍ମଟି ଏପ୍ରିଲ 12ତାରିଖରେ ରିଲିଜ ହେବାକୁ ପ୍ରସ୍ତୁତ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.