ETV Bharat / bharat

ପୋଖରୀରେ ମୋତି ଚାଷ, ବର୍ଷକୁ ଆୟ 20 ଲକ୍ଷ - ସଢାଇକଳାର ସୁଭାଷ ମହାତୋ

ବଦଳୁଛି ସମୟ । ବଢିଛି ଇଣ୍ଟରନେଟର ବ୍ୟବହାର । ଝାଡ଼ଖଣ୍ଡର ଏଭଳି ଜଣେ ଚାଷୀ ଇଣ୍ଟରନେଟର ବ୍ୟବହାର କରି ଆରମ୍ଭ କରିଛନ୍ତି ମୋତି ଚାଷ । ଯାହାକୁ ନେଇ ବର୍ତ୍ତମାନ ସେ ସମଗ୍ର ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସେପଟେ ଚାଷ ସଫଳ ହେଲେ ବର୍ଷକୁ ପ୍ରାୟ 20 ଲକ୍ଷ ଟଙ୍କା ଆୟ ହେବ ବୋଲି ଉକ୍ତ ଚାଷୀ ଆଶାବାଦୀ ରହିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Sep 17, 2019, 4:46 PM IST

ରାଞ୍ଚି: ବଦଳୁଛି ସମୟ । ବଦଳୁଛି ଚାଷର ପ୍ରକ୍ରିୟା । ବର୍ତ୍ତମାନ ଆଧୁନିକ ପ୍ରକ୍ରିୟାକରଣ ଦ୍ବାରା ଚାଷରେ ଉନ୍ନତି ଅଣାଯାଇ ପାରୁଛି । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାଡ଼ଖଣ୍ଡରେ । ଝାଡ଼ଖଣ୍ଡରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ ମୋତି ଚାଷ । ଏହି ଚାଷ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଝାଡ଼ଖଣ୍ଡ ସଢେଇକଳାର ସୁଭାଷ ମହାତୋ । ଇଣ୍ଟରନେଟରୁ ଚାଷ ସମ୍ପର୍କରେ ଜ୍ଞାନ ଆହରଣ କରିବା ପରେ ଏହି ଚାଷ ଆରମ୍ଭ କରିଛନ୍ତି ସୁଭାଷ ।

ରାଜ୍ୟରେ ମାତ୍ର ଦୁଇ ଜଣ କରୁଛନ୍ତି ମୋତି ଚାଷ

ସଢେଇକଳା ଖରସୁଆଁର ଗମହାରିଆ ଅନ୍ତର୍ଗତ ଚମାରୁ ପଞ୍ଚାୟତରେ ରଙ୍ଗମାଟିଆ ଗ୍ରାମର ସୁଭାଷ ମହାତୋ ଏହି ମୋତି ଚାଷ କରିଆସୁଛନ୍ତି । ସେ ଏକ ଛୋଟ ପୋଖରୀରେ ପାଖାପାଖି 8 ହଜାର ମୋତି ଚାଷ କରିଛନ୍ତି । ଏହି ମୋତି ଚାଷ ଆସନ୍ତା ଏପ୍ରିଲ-ମେ ମାସ ବେଳକୁ ତାର ପ୍ରକୃତ ରୂପ ଧାରଣ କରିନେଇଥିବ । ତେବେ ସୁଭାଷଙ୍କ କହିବା ମୁତାବକ ବର୍ତ୍ତମାନ ସମଗ୍ର ରାଜ୍ୟରେ ମାତ୍ର ଦୁଇଜଣ ଏହି ଚାଷ କରୁଛନ୍ତି । ସେମାନଙ୍କ ମଧ୍ୟରୁ ସେ ଜଣେ । ଅନ୍ୟ ଜଣେ ହଜାରିବାଗ ଅଞ୍ଚଳର । ତେବେ ଏହି ମୋତି ଚାଷ ଆରମ୍ଭ କରିବା ପରଠାରୁ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇଛି ।

ଇଣ୍ଟରନେଟରୁ ଶିଖିଲେ ଚାଷ ପ୍ରକ୍ରିୟା

ଆଜିକାଲିର ପିଢି ପାଇଁ ଇଣ୍ଟରନେଟର ଆବଶ୍ୟକତା ଅନେକ ରହିଛି । ମାତ୍ର ଏହାକୁ କିଏ କେଉଁ ଭଳି ବ୍ୟବହାର କରୁଛି, ତାହା ବ୍ୟବହାରକାରୀ ଉପରେ ନିର୍ଭର କରେ । ଠିକ ଏହି ଇଣ୍ଟରନେଟର ବ୍ୟବହାର କରି ଝାଡ଼ଖଣ୍ଡର ସୁଭାଷ ମୋତି ଚାଷ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ସୁଭାଷଙ୍କ କହିବା ମୁତାବକ ତାଙ୍କୁ ଇଣ୍ଟରନେଟରୁ ମୋତି ଉତ୍ପାଦନ ସମ୍ପର୍କରେ ଜ୍ଞାନ ମିଳିଥିଲା । ଏହା ପରେ ସେ ଇଣ୍ଟରନେଟ ମାଧ୍ୟମରେ ମୋତି ଉତ୍ପାଦନ ସମ୍ପର୍କରେ ଜ୍ଞାନ ନେବାକୁ ଇଚ୍ଛା କରିଥିଲେ ସେ ।

ପରେ ସେ ଶିକ୍ଷା ନେବାକୁ କୋଲକାତା ଯାଇଥିଲେ । ସେଠାରେ 15 ଦିନ ଧରି ଏହି ସମ୍ବନ୍ଧରେ ଜ୍ଞାନ ନେବା ପରେ ସେ ନିଜ ଗାଁକୁ ଆସି ପ୍ରାଥମିକ ପର୍ଯ୍ୟାୟରେ ଏହି ଚାଷ ଆରମ୍ଭ କରିଛନ୍ତି । ଯଦି ଏଥିରେ ସେ ସଫଳ ହେଉଛନ୍ତି ତେବେ ଆସନ୍ତା ବର୍ଷଠାରୁ ଏହି ଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ ଦେବା ସହିତ ଚାଷ ମଧ୍ୟ କରିବେ ବୋଲି ସୁଭାଷ କହିଛନ୍ତି ।

ଚାଷ ପାଇଁ ଖର୍ଚ୍ଚ କରିଛନ୍ତି ଦେଢ ଲକ୍ଷ

ମୋତି ଉତ୍ପାଦନ ପାଇଁ ସୁଭାଷ ପାଖାପାଖି 1 ଲକ୍ଷ 30 ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ସେହି ରାଶି ଦ୍ବାରା ସେ ପ୍ରାୟ 8 ହଜାର ମୋତି ଉତ୍ପାଦନ କରିପାରିବେ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ମୋତି ପ୍ରସ୍ତୁତି ହେବା ପାଇଁ ପାଖାପାଖି 12 ରୁ 14 ମାସ ପର୍ଯ୍ୟନ୍ତ ସମୟ ଲାଗିବ । ତେବେ ଏହା ମଧ୍ୟରେ 8 ମାସ ସମୟ ଅତିବାହିତ ହୋଇ ସାରିଛି । ଆହୁରି 4 ରୁ 6 ମାସ ବାକି ରହିଛି ।

ଆସନ୍ତା ବର୍ଷ ଏପ୍ରିଲ-ମେ ମାସରେ ଏହି ମୋତି ବାହାରିବ । ସରକାରୀ ସ୍ତରରେ କୌଣସି ପ୍ରକାର ସହାୟତା ମିଳୁନଥିବାରୁ ବେଳେବେଳେ ଆର୍ଥିକ ସମସ୍ୟା ଦେଖାଦେଇଥାଏ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ମୋତି ପାଇଁ ଅନେକ ବସ୍ତୁ ମିଳୁନାହିଁ । ଏ ସବୁକୁ ଆଣିବା ପାଇଁ କୋଲକାତା ଯିବାକୁ ପଡ଼ୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

Intro:update.

सरायकेला : झारखण्ड में अब आप मोती को देख सकते है पहली बार नये रंग में . इंटरनेट से मिले मोती उत्पादन की जानकारी के साथ अपनी अलग पहचान बना कर सुभाष महतो द्वारा छोटे से डोभा में करीब आठ हजार मोतियों का उत्पादन कर रहे है . जो की अब लोगो के बीच आकर्षण का केंद्र बना है .Body:अब झारखंड के लोगों को मोती की खरीददारी के लिए दूसरे राज्य के भरोसे नहीं रहना पड़ेगा. सरायकेला खरसावां स्थित गम्हरिया प्रखंड अंतर्गत चामारू पंचायत के रंगामाटिया गांव निवासी सुभाष महतो द्वारा छोटे से डोभा में करीब आठ हजार मोतियों का उत्पादन किया जा रहा है, जो अप्रैल - मई तक अपना रूप धारण कर लेगा. श्री महतो के अनुसार वर्तमान में पूरे झारखण्ड में सिर्फ दो लोग ही इसका उत्पादन शुरू किया है. इसमें एक ने स्वयं है, जबकि एक हजारीबाग का रहने वाला है. श्री महतो ने बताया कि उनके द्वारा किये जा रहे मोती उत्पादन से उन्हें क्षेत्र में एक अलग पहचान मिल रही है.

इंटरनेट से मिली मोती उत्पादन की जानकारी

कहा जाता है कि इंटरनेट का उपयोग लोगों के लिए अच्छी व बुरी दोनों होता है. अगर इंटरनेट का सदुपयोग किया जाये तो लोगों को अपने जीवन में इसका लाभ भी मिलता है. श्री महतो बताते है कि इंटरनेट के माध्यम से उन्हें सीप मोती उत्पादन किये जाने की जानकारी मिली. इसके बाद इंटरनेट में बताया गया पता पर संपर्क कर वे मोती उत्पादन का प्रशिक्षण लेने की इच्छा जतायी, जिसे प्रशिक्षकों ने स्वीकार कर लिया. इन्होने बताया कि इसी वर्ष जनवरी माह में वे कोलकाता के मेचोदा नामक जगह पर 15 दिनों का प्रशिक्षण लेकर परीक्षण के तौर पर शुरू किया गया. उन्होंने बताया कि अगर वे इसमें सफल हो जाते हैं तो अगला वर्ष से युवाओं को प्रशिक्षण देकर सीप मोती उत्पादन के माध्यम से स्वरोजगार को बढ़ावा देने का प्रयास करेंगे.

मोती उत्पादन में खर्च किये 1.30 लाख रुपये .

मोती उत्पादन को लेकर उनके द्वारा अब तक करीब 1.30 लाख रुपये खर्च किया गया है. उक्त राशि से उनके द्वारा आठ हजार सीप मोती का उत्पादन किया जा रहा है. इन्होंने बताया कि मोती तैयार होने में 12 से 14 माह का समय लगता है. मोती बनने की प्रक्रिया में डाले आठ माह का समय बीत चुका है. अगले वर्ष अप्रैल - मई माह में उन्हें अपने मेहनत का फल दिखने लगेगा.उनका कहना है कि सरकारी स्तर पर सहयोग नहीं मिलने की वजह से कभी-कभी आर्थिक परेशानी भी झेलनी पड़ती हैं, लेकिन इससे उनका मनोबल नहीं टूटता है.

झारखंड में नहीं होता है सीप का उत्पादन.

झारखंड में इसका उत्पादन नहीं होने के कारण उन्हें कोलकाता से ही सीप (झिनुक) व कच्चा पाउडर व अन्य सामग्री लाना पड़ता है. इसके बाद कच्चा पाउडर को लॉकेट रूप देकर सांचा से हर धर्म के लोगों के लिए मोती का बीजा तैयार कर मोती बनने के लिए चीप में डाला जाता है.
सीप मोती समुद्र में रहने वाले घोंघा प्रजाति के एक छोटे से प्राणी के पेट में बनते हैं. वे कोलकाता से सीप लाने के बाद उसे एक सप्ताह तक डोभा में पानी सूट करने के लिए छोड़ते है. उसके बाद उसे बाहर निकालकर सर्जरी के माध्यम से लॉकेट आकार के मोती का बीजा को सीप में प्रवेश डालते है. उसके बाद कुछ दिन तक एंटी बाइटिक पानी में रखा जाता है. उसके बाद उसे पानी में छोड़ दिया जाता है. ऐसी अवस्था में सीप में डाले गये बीजा में एक विशेष पदार्थ की परत चढ़ती रहती है. यह विशेष पदार्थ कैल्शियम कार्बोनेट होता है, जोकि उस जीव के अंदर पैदा होता है. धीरे-धीरे यह एक सफेद रंग के चमकीले गोल आकार का पत्थर जैसा पदार्थ बन जाता है, जिसे मोती कहते हैं. माना जाता है कि प्राकृतिक रूप से तैयार मोतियों के उपयोग से मन व दिमाग शांत रहता है.

Conclusion:सुभाष महतो द्वारा छोटे से डोभा में करीब आठ हजार मोतियों का उत्पादन किया गया है जिसमे आठ महीने बीत गये है और छह महीने बचे है जब मोती का एक नया रंग देखने को मिलेगा जो फैशन के साथ साथ लघु उधोग को बढ़ावा देगा .

बाईट - सुभाष महतो ,किसान .

बाइट – शिल्पी महतो , पत्नी

बाइट – अरग चटर्जी , स्थानीय निवासी

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.