ETV Bharat / bharat

ଭୋପାଳରେ ଲକଡାଉନ କଡାକଡି ପାଇଁ ନିର୍ଦ୍ଦେଶ

ଭୋପାଳରେ ଲକଡାଉନର ଗାଇଡ ଲାଇନକୁ ଅଧିକ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଭୋପାଳରେ ପ୍ରଥମ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଅଧିକ ପଢନ୍ତୁ....

author img

By

Published : Apr 6, 2020, 4:27 PM IST

Updated : Apr 6, 2020, 6:06 PM IST

Streets wear a deserted look in Bhopal amid CoronavirusLockdown.
ଭୋପାଳରେ ଲକଡାଉନରକୁ ଅଧିକ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ

ଭୋପାଳ : କୋରୋନା ପାଇଁ ସାରା ଦେଶରେ ଜାରି ରହିଛି ଲକ ଡାଉନ । ଦୋକାନ ବଜାର,ଖୋଲି ନ ଥିବା ବେଳେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଜନଜୀବନ ପ୍ରଭାବିତ ହୋଇଛି । ରାସ୍ତାଘାଟ ଶୁନଶାନ, ରାସ୍ତା ଓ ବିଭିନ୍ନ ଛକ ମୁଣ୍ତରେ ପୋଲିସ ଓ ସୁରକ୍ଷା କର୍ମୀ ପଇଁତରା ମାରୁଛନ୍ତି । କର୍ଫ୍ୟୁ ଜାରି ହୋଇଛି ।

ଭୋପାଳ ଜିଲ୍ଲାର ଜିଲ୍ଲାପାଳ ଲକ ଡାଉନର ଗାଇଡ ଲାଇନକୁ ଅଧିକ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ପନିପରିବା, ତେଜରାତି ଓ ଔଷଧ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବାକି ଦୋକାନ ବନ୍ଦ ରହିଛି । ତେବେ ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ପ୍ରଥମ କୋରୋନା ଆକ୍ରନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା 9 ରେ ପହଞ୍ଚିଥିବା ବେଳେ 200 ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା ।

ସୌଜନ୍ୟ @ ANI

Last Updated : Apr 6, 2020, 6:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.