ETV Bharat / bharat

ଝାଡଖଣ୍ଡରେ ସିଏଏ ହିଂସା: ଆନ୍ଦୋଳନକାରୀକୁ ପଥରମାଡ - ଝାଡଖଣ୍ଡରେ ସିଏଏ ହିଂସା:

ଝାଡଖଣ୍ଡରେ ସିଏଏକୁ ନେଇ ପୁଣି ଦେଖାଦେଇଛି ହିଂସା । ଆନ୍ଦୋଳନକାରୀଙ୍କ ଉପରକୁ ହୋଇଛି ପଥରମାଡ । ଆଗକୁ ପଢନ୍ତୁ...

Stone pelting during rally in CAA
ଆନ୍ଦୋଳନକାରୀକୁ ପଥରମାଡ
author img

By

Published : Jan 12, 2020, 4:22 PM IST

ରାଞ୍ଚି: ଝାଡଖଣ୍ଡ ଗିରିଡିହିରେ ସିଏଏକୁ ନେଇ ରାଲି । ମୌଲାନା ଆଜାଦ ଚୌକରେ ଆନ୍ଦୋଳନକାରୀଙ୍କ ଉପରକୁ ପଥରମାଡ । ଝଣ୍ଡା ମୈଦାନରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ । ହଠାତ ସେମାନଙ୍କ ଉପରକୁ ହୋଇଥିବା ପଥରମାଡ ।

ଆନ୍ଦୋଳନକାରୀକୁ ପଥରମାଡ

ଜୀବନ ବଞ୍ଚାଇବାକୁ ଲୋକେ ଏଣେତେଣେ ଧାଇଁଥିଲେ । ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବା ନେଇ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲେ । ପରେ ଖବର ପାଇ ଏସପି ସୁରେନ୍ଦ୍ର କୁମାର ଝା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ପଥରମାଡ କରିଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଆନ୍ଦୋଳନାକାରୀ ।

Intro:गिरिडीह। गिरिडीह शहर में रविवार को सीएए के समर्थन में निकाले गए जुलुश पर कुछ असामाजिक तत्वों ने पथराव कर दिया. पथराव की यह घटना नगर थाना इलाके के मौलाना आजाद चौक की है. इस घटना के बाद तनाव हो गया जिसके बाद प्रशासन नेमोर्चा संभाल लिया है.Body:बताया जाता है झण्डा मैदान से जुलुश निकलते हुवे शहर का भ्रमण करते हुए बड़ा चौक की तरफ गया था. वहां से वापसी के क्रम में मौलाना आजाद चौक के पास अचानक पथराव शुरू हो गया. पथराव के बाद भगदड़ मच गई.मौके पर मौजूद पुलिसकर्मियों ने मोर्चा संभाला और आंसू गैस के गोले छोड़े. इस दौरान पुलिस पर भी पथराव किया गयाConclusion:बाद में डीसी राहुल कुमार सिन्हा व एसपी सुरेन्द्र कुमार झा मौके पर पहुंचे और लोगों को शान्त करवाया. इस क्रम में जुलुश में शामिल लोग पथराव करनेवालों पर सख्त कार्यवाई की मांग कर रहे थे।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.