ETV Bharat / bharat

ଇଣ୍ଟରନେଟ ସମସ୍ୟା ପାଇଁ ଅନଲାଇନ ଶିକ୍ଷାରୁ ବଞ୍ଚିତ ଜମ୍ମୁ-କାଶ୍ମୀର ଛାତ୍ରଛାତ୍ରୀ - ଅନଲାଇନ ଶିକ୍ଷା

ଛାତ୍ରଛାତ୍ରୀଙ୍କ ପାଠପଢାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜାମ୍ମୁକାଶ୍ମୀର ସରକାର । ହେଲେ ଇଣ୍ଟରନେଟ ସମସ୍ୟା ପାଇଁ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ଅଧିକ ପଢନ୍ତୁ...

online teaching
ଇଣ୍ଟରନେଟ ସମସ୍ୟା ପାଇଁ ଅନଲାଇନ ଶିକ୍ଷାରୁ ବଞ୍ଚିତ ଜମ୍ମୁ-କାଶ୍ମୀର ଛାତ୍ରଛାତ୍ରୀ
author img

By

Published : Apr 30, 2020, 6:56 PM IST

ଶ୍ରୀନଗର: ସମଗ୍ର ଦେଶରେ କୋରୋନା ଭାଇରସକୁ ନେଇ ମେ 3 ଯାଏଁ ଲକଡାଉନ ଲାଗୁ ହୋଇଛି । ଏହା ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜମ୍ମୁ-କାଶ୍ମୀର ସରକାର । ଏଣୁ ଛାତ୍ରଛାତ୍ରୀଙ୍କୁ ଅନଲାଇନ ପାଠ୍ୟକ୍ରମ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଜମ୍ମୁ-କାଶ୍ମୀର ସରକାର ।

ମାତ୍ର ଜମ୍ମ-କାଶ୍ମୀରରେ ଭାରତ ଓ ପାକିସ୍ତାନ ସାମାନ୍ତବର୍ତ୍ତୀ ନିକଟସ୍ଥ ଅଞ୍ଚଳରେ ମୋବାଇଲ ସିଗନାଲ ସମସ୍ୟା ଥିବାରୁ ଏଠାକାର ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ଜମ୍ମୁ-କାଶ୍ମୀର କାନାଚକର ଜଣେ ଇଞ୍ଜିନିୟରିଂ ପ୍ରଥମ ବର୍ଷ ଛାତ୍ରଙ୍କ ଶିବମ କହିଛନ୍ତି ଯେ, ତାଙ୍କୁ ଅନଲାଇନ ଶିକ୍ଷା ଦିଆଯିବ ବୋଲି କୁହାଯାଇଥିଲା । ମାତ୍ର ଗାଁରେ ସିଗନାଲ ସମସ୍ୟାକୁ ନେଇ ନା ସେମାନେ ଗୁଗୁଲ କ୍ଲାସରେ ସାମିଲ ହୋଇପାରୁଛନ୍ତି ନା ହ୍ବାଟ୍ସଆପ ଦ୍ବାରା ଦିଆଯାଉଥିବା ପାଠ୍ୟକ୍ରମରେ ସାମିଲ ହୋଇପାରୁଛନ୍ତି । ଯାହାର ପ୍ରଭାବ ତାଙ୍କ ପାଠପଢାରେ ପଡୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.