ETV Bharat / bharat

ତୁଷାର ବଳୟରେ ଭୂସ୍ବର୍ଗ, ଯାତାୟତ ବାଧାପ୍ରାପ୍ତ

ଜମ୍ମୁ-କାଶ୍ମୀର,ପୁଞ୍ଚ ଓ ମଣ୍ଡି ଅଞ୍ଚଳରେ ଶନିବାର ପ୍ରବଳ ମାତ୍ରାର ତୁଷାରପାତ । ଫଳରେ ଟ୍ରାଫିକ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ଅଧିକ ପଢନ୍ତୁ...

ଜମ୍ମୁ-କାଶ୍ମୀରରେ ପ୍ରବଳ ତୁଷାରପାତ
ଜମ୍ମୁ-କାଶ୍ମୀରରେ ପ୍ରବଳ ତୁଷାରପାତ
author img

By

Published : Jan 24, 2021, 7:10 AM IST

ଶ୍ରୀନଗର: ଜମ୍ମୁ-କାଶ୍ମୀର,ପୁଞ୍ଚ ଓ ମଣ୍ଡି ଅଞ୍ଚଳରେ ଶନିବାର ପ୍ରବଳ ମାତ୍ରାର ତୁଷାରପାତ ହୋଇଛି । ଫଳରେ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି ।

ପ୍ରବଳ ତୁଷାରପାତ କାରଣରୁ ରାସ୍ତାରେ ବର୍ଷା ହେବା ପରି ପାଣି ଜମି ରହିଛି । ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ବୋଲି ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି । ପ୍ରାୟ ବହୁତ ବର୍ଷ ପରେ ଶ୍ରୀନଗରରେ ଏପରି ଧରଣର ତୁଷାରପାତ ହୋଇଥିବା କହିଛନ୍ତି ବାସିନ୍ଦା ଜଣକ ।

ଶ୍ରୀନଗରର ମଣ୍ଡି ଅଞ୍ଚଳରେ ପ୍ରାୟ 6 ଇଞ୍ଚର ତୁଷାରପାତ ପରିଲକ୍ଷିତ ହୋଇଛି । ପୁଞ୍ଚର ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଏପରି ତୁଷାରପାତ ଫଳରେ ଆମକୁ ଯେପରି ଖାଦ୍ୟ କି ବିଦ୍ୟୁତ ପାଇଁ କୌଣସି ଅସୁବିଧାରେ ସମ୍ମୁଖୀନ ନ ହେବାକୁ ପଡୁ । ସପ୍ତାହ ପୂର୍ବରୁ ଜମ୍ମୁ-କାଶ୍ମୀରରେ ମଧ୍ୟ ପ୍ରବଳ ତୁଷାରପାତ ହୋଇଥିଲା । କେନ୍ଦ୍ର ଶାସିତ ଅଞ୍ଚଳରେ ତାପମାତ୍ରା ଜିରୋ ଡିଗ୍ରୀ ସେଲସିୟସ ରହିଥିଲା ଫଳରେ ପ୍ରବଳ ଶୀତ ବି ବଢିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.