ETV Bharat / bharat

ଅଯୋଧ୍ୟା ମାମଲାରେ ଆଧ୍ୟାତ୍ମିକ ଗୁରୁ ରବିଶଙ୍କରଙ୍କ ପ୍ରତିକ୍ରିୟା

ଅଯୋଧ୍ୟା ମାମଲାର ରାୟକୁ ସ୍ବାଗତ କରିଛନ୍ତି ଆଧ୍ୟାତ୍ମିକ ଗୁରୁ ରବିଶଙ୍କର। ଶୁଣନ୍ତୁ ତାଙ୍କ ପ୍ରତିକ୍ରିୟା...

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Nov 9, 2019, 7:29 PM IST

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ରାୟକୁ ସ୍ବାଗତ କରିଛନ୍ତି ଆଧ୍ୟାତ୍ମିକ ଗୁରୁ ରବିଶଙ୍କର । ସୁପ୍ରିମକୋର୍ଟଙ୍କ ଏହି ନିର୍ଣ୍ଣୟ ଉଭୟ ସମୁଦାୟର ସମ୍ମାନକୁ ବଜାୟ ରଖିଛି । ଏହାଦ୍ବାରା କାହାର ବିଜୟ କିମ୍ବା ପରାଜୟ ହୋଇନାହିଁ ବରଂ ଏହାଦ୍ବାରା ଭାରତର ପ୍ରତିଷ୍ଠା ବଢିଛି ବୋଲି ସେ କହିଛନ୍ତି । ଏହା ସହିତ ଏହି ରାୟ ଦ୍ବାରା ଦୀର୍ଘ ଦିନ ଧରି ଜାରି ରହିଥିବା ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ ହୋଇପାରିଛି । ଏଣିକି ଦେଶରେ ଶାନ୍ତି ବିରାଜମାନ କରିବ ବୋଲି ସେ କହିଛନ୍ତି। ଶୁଣନ୍ତୁ ତାଙ୍କ ପ୍ରତିକ୍ରିୟା...

ଭିଡିଓ ସୌଜନ୍ୟ: ଇଟିଭି ଭାରତ

Intro:Body:

KAMI

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.