ETV Bharat / bharat

କୋରୋନା କାଳ, ଗୋଟିଏ ଦିନରେ ଦେଶରେ 1092 ଆକ୍ରାନ୍ତ ମୃତ - india corona death toll

ବର୍ତ୍ତମାନ ଏହି ମାରାତ୍ମକ ଭାଇରସ ସାରା ଦେଶକୁ ନିଜ କବଳରେ କରିବାକୁ ବସିଲାଣି । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 64,531 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1092 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

_corona upadate
ଗୋଟିଏ ଦିନରେ ଦେଶରେ 1092 ଆକ୍ରାନ୍ତଙ୍କର ମୃତ୍ୟୁ
author img

By

Published : Aug 19, 2020, 9:54 AM IST

ନୂଆଦିଲ୍ଲୀ: ଦେଶରେ ଆତଙ୍କ ଖେଳାଇଛି କୋରୋନା ଭାଇରସ । ବର୍ତ୍ତମାନ ଏହି ମାରାତ୍ମକ ଭାଇରସ ସାରା ଦେଶକୁ ନିଜ କବଳରେ କରିବାକୁ ବସିଲାଣି । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 64,531 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,092 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 27,67,274ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 20,37,871 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 6,76,514 ଆକ୍ରାନ୍ତ ଏବେବି ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ବର୍ତ୍ତମାନ ସୁଦ୍ଧା ଏହି ମାରାତ୍ମକ ଭାଇରସ କାରଣରୁ 52,889 ଆକ୍ରାନ୍ତ ପ୍ରାଣ ହରାଇଥିବା ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.