ETV Bharat / bharat

ବିମାନରେ 6 ଘଣ୍ଟା ବନ୍ଦ ରହିଲେ ଯାତ୍ରୀ, ବାଙ୍ଗାଲୁରୁ ରୁ ଦିଲ୍ଲା ଯିବାକୁ ଲାଗିଲା 15 ଘଣ୍ଟା - 15hour

ସାଧାରଣତଃ ବେଙ୍ଗାଲୁରୁଠାରୁ ଦିଲ୍ଲୀ ଯିବା ପାଇଁ ଫ୍ଲାଇଟରେ ଲାଗିଥାଏ ତିନି ଘଣ୍ଟା । କିନ୍ତୁ ସ୍ପାଇସଜେଟ ଫ୍ଲାଇଟ ନଂ-SG-8720 ଏହି ଦୂରତା 15 ଘଣ୍ଟାରେ ପୁରା କରିଛି ।

ଫାଇଲ ଫଟୋ
author img

By

Published : May 12, 2019, 6:56 AM IST

ନୂଆଦିଲ୍ଲୀ: ସମୟ ବଞ୍ଚାଇବା ପାଇଁ ଲୋକେ ବିମାନରେ ଯାତ୍ରା କରିଥାନ୍ତି । କିନ୍ତୁ ସ୍ପାଇସଜେଟ ଫ୍ଲାଇଟରେ ବେଙ୍ଗାଲୁରୁ-ଦିଲ୍ଲୀର ଯାତ୍ରା ଏମିତି ଥିଲା ଯାହା ସମସ୍ତ ଯାତ୍ରୀଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ । ସାଧାରଣତଃ ବେଙ୍ଗାଲୁରୁଠାରୁ ଦିଲ୍ଲୀ ଯିବା ପାଇଁ ଫ୍ଲାଇଟରେ ଲାଗିଥାଏ ତିନି ଘଣ୍ଟା । କିନ୍ତୁ ସ୍ପାଇସଜେଟ ଫ୍ଲାଇଟ ନଂ-SG-8720 ଏହି ଦୂରତା 15 ଘଣ୍ଟାରେ ପୁରା କରିଛି ।

ସ୍ପାଇସଜେଟ ଫ୍ଲାଇଟ ନଂ -SG-8720 ଶୁକ୍ରବାର ରାତିରେ ବେଙ୍ଗାଲୁରୁଠାରୁ ଉଡାଣ ଭରିଥିଲା । ଯାହା ନନଷ୍ଟପ ଫ୍ଲାଇଟ ଥିଲା । କୌଣସି କାରଣରୁ ବିମାନ ସେଦିନ ଦେଢ ଘଣ୍ଟା ବିଳମ୍ବରେ ଉଡାଣ ଭରିଥିଲା । ଏହାପରେ ଯାନ୍ତ୍ରୀକ ତୃଟି ଯୋଗୁଁ ବିମାନକୁ ନାଗପୁର ଡାଇଭର୍ଟ କରାଯାଇଥିଲା ।

ନାଗପୁରରେ ବିମାନକୁ ଅବତରଣ କରାଯାଇଥିଲା ସତ କିନ୍ତୁ ବିମାନରୁ ଯାତ୍ରୀଙ୍କୁ ବାହାରକୁ ବାହାରିବାକୁ ଦିଆ ଯାଇନଥିଲା । ସମୁଦାୟ 150 ଜଣ ଯାତ୍ରୀ ଏଥିରେ ଯାତ୍ରା କରୁଥିଲେ । ସେମାନଙ୍କ କହିବାନୁଯାୟୀ ପାଖାପାଖି 6 ଘଣ୍ଟା ବିମାନରେ ବନ୍ଦ ଥିଲେ । ଏହାସହ ବିମାନବନ୍ଦରରେ 4 ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା ।

Intro:Body:

xfb

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.