ETV Bharat / bharat

ସ୍ପେନରେ ମେ 9 ଯାଏଁ ଲକଡାଉନ ଅବଧି ବୃଦ୍ଧି

author img

By

Published : Apr 19, 2020, 9:57 AM IST

ଆମେରିକା ପରେ ସ୍ପେନରେ ସର୍ବାଧିକ 191726 ଲୋକ କୋରୋନା ଆକ୍ରାନ୍ତ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାନେଜ୍ ଲକଡାଉନ ଅବଧିକୁ ମେ 9 ଯାଏଁ ବୃଦ୍ଧି କରିଛନ୍ତି।

corona
ସ୍ପେନରେ ମେ 9 ଯାଏଁ ଲକଡାଉନ ଅବଧି ବୃଦ୍ଧି

ମାଦ୍ରିଡ୍: ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଛି କୋରୋନା ଭାଇରସ । ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବରେ କୋରୋନା କାରଣରୁ 1,60,000 ଜଣଙ୍କ ମୃତ୍ୟୁ ଘଟିଛି। କୋରୋନା କାରଣରୁ ଆମେରିକା ପରେ ଇଟାଲୀ, ସ୍ପେନ୍, ଫ୍ରାନ୍ସ ଏବଂ ବ୍ରିଟେନରେ ସର୍ବାଧିକ ମୃତ୍ୟୁ ଘଟିଛି । ସେହିପରି ଆମେରିକା ପରେ ସ୍ପେନରେ ସର୍ବାଧିକ 1,91,726 ଲୋକ କୋରୋନା ଆକ୍ରାନ୍ତ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାନେଜ୍ ଲକଡାଉନ ଅବଧିକୁ ମେ 9 ଯାଏଁ ବୃଦ୍ଧି କରିଛନ୍ତି।

ତେବେ ଆମେରିକା ଏବଂ ଇଟାଲୀ ପରେ ସ୍ପେନରେ କୋରୋନାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି । ସ୍ପେନରେ ଏପର୍ଯ୍ୟନ୍ତ 1,91,000 ରୁ ଅଧିକ କୋରୋନା ଆକ୍ରାନ୍ତ ଥିବାବେଳେ 20 ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.