ETV Bharat / bharat

ମାଇନସ 13 ଡିଗ୍ରୀରେ ସାଧନାରେ ବସିଛନ୍ତି ସାଧୁ, ଦେଖନ୍ତୁ ଭିଡିଓ - ଧଳା ବରଫ ଚାଦରରେ ଉତ୍ତରାଖଣ୍ଡର ଚାରି ଧାମ

ସାରା ଦେଶରେ ଏବେ ଶୀତ ଲହରୀ ଜାରି ରହିଥିବା ବେଳେ ଉତ୍ତର ଭାରତରେ ସ୍ଥିତି ଅସମ୍ଭାଳ। ଆଉ ଏସବୁ ମଧ୍ୟରେ 4 ରୁ 5 ଫୁଟ ବରଫ ମଧ୍ୟରେ ପୋତିହୋଇ ସାଧନା କରୁଛନ୍ତି ଜଣେ ଯୋଗୀ । ଅଦିକ ପଢନ୍ତୁ:

snowfall in utrakhand
ଉତ୍ତରାଖଣ୍ଡର ଚାରି ଧାମ
author img

By

Published : Jan 13, 2020, 10:47 PM IST

ଡେରାଡୁନ: ସାରା ଦେଶରେ ଏବେ ଶୀତ ଲହରୀ ଜାରି ରହିଥିବା ବେଳେ ଉତ୍ତର ଭାରତରେ ସ୍ଥିତି ଅସମ୍ଭାଳ। ଏହି ତାପମାତ୍ରାରେ ଶୀତବସ୍ତ୍ର ବିନା ଘରୁ ବାହାରିବା ଏକ ପ୍ରକାରର ଅସମ୍ଭବ । କିନ୍ତୁ ଏଠାକାର ଜଣେ ସାଧୁଙ୍କ ଜୀବନଶୈଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । କେବଳ ଗୋଟିଏ ପୋଷାକରେ ଏହି ସାଧୁ 12 ମାସ ଯମୁନୋତ୍ରୀ ଧାମରେ ସାଧନା କରୁଛନ୍ତି ।

ଉତ୍ତରାଖଣ୍ଡର ଚାରି ଧାମ

ମାଇନସ 13 ଡିଗ୍ରୀ ମଧ୍ୟରେ ଯମୁନୋତ୍ରୀ ଧାମର ସାଧୁ ଯାନକୀ ଦାସ ବର୍ଷବର୍ଷ ଧରି ଏହି କାଠୁଆ ଶୀତରେ ବସି ତପସ୍ୟା କରୁଛନ୍ତି । 4 ରୁ 5 ଫୁଟର ବରଫ ମଧ୍ୟ ସାଧୁଙ୍କୁ ଢାଙ୍କି ଦେଇଛି । ତଥାପି ଖଣ୍ଡିଏ ପୋଷାକରେ ହନୁମାନ ମନ୍ଦିର ସାମ୍ନାରେ ସେ ସାଧନା କରୁଛନ୍ତି । ଏହି ଉତ୍କଟ ଜୀବନ ଜୀଇଁବା ପାଇଁ ଯେମିତି ସେମାନଙ୍କୁ ମନ୍ଦିରର ଘଣ୍ଟି ଶକ୍ତି ପ୍ରଦାନ କରୁଥାଏ ବୋଲି କୁହନ୍ତି ସାଧୁସନ୍ଥ ।

ପ୍ରବଳ ତୁଷାରପାତ ଯୋଗୁଁ ଧଳା ବରଫ ଚାଦରରେ ଘୋଡ଼େଇ ହୋଇଛି ଉତ୍ତରାଖଣ୍ଡର ଚାରି ଧାମ । କେତେକ ସ୍ଥାନରେ 7ରୁ 8 ଫୁଟ ବରଫ ଜମା ହୋଇଥିବା ବେଳେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମରେ ପ୍ରାୟ 4-5 ଫୁଟ ବରଫ ଜମା ହୋଇଛି । ତେବେ ଗଙ୍ଗା ଏବଂ ଯମୁନାର ବରଫ ପାହାଡ ମଧ୍ୟରେ ବହୁଥିବା ସାମାନ୍ୟ ଜଳଧାରା ପ୍ରକୃତିର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି ।

ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀରେ ବର୍ତ୍ତମାନ -13 ଡିଗ୍ରୀ ସେଲସିୟସରୁ କମ ତାପମାତ୍ରା ରହିଛି । ଏହି ତାପମାତ୍ରାରେ ସାଧାରଣ ଜୀବନଯାପନ କିପରି କଟୁଥିବ ତାହା ଆକଳନ କରାଯାଇପାରିବ ।

Intro:उत्तरकाशी। इन दिनों उत्तराखंड के चारों धाम बर्फ से ढके हुए हैं। कहीं 7 से 8 फीट बर्फ जमा है तो वहीं गंगोत्री और यमुनोत्री धाम में करीब 4 से 5 फीट बर्फ मौजूद है। गंगा और यमुना बर्फ के बीच एक सामान्य जल धारा की तरह बह रही है। गंगोत्री और यमुनोत्री धाम में इन दिनों-13 डिग्री से कम का तापमान मापा जा रहा है। इस तापमान के बीच जीवन की विकटता का अनुमान लगाया जा सकता है। Body:वीओ-1, यमुनोत्री धाम में भी 4 से 5 फीट बर्फ जमा है। इस बर्फ के बीच यहां पर -13 डिग्री के बीच जीवन यापन करना बहुत ही मुश्किल है। इस बर्फ के बीच यहां पर रहने वाले साधुओं की साधना भी अचंभित करने वाली होती है। मात्र एक कपड़े के सहारे यह साधु 12 माह यमुनोत्री धाम में साधना करते हैं। साधु समाज का कहना है कि इस विकट जीवन जीने की शक्तियां मानो मन्दिर की घण्टियां देती हैं। Conclusion:वीओ-2, यमुनोत्री धाम के साधु जानकी दास, जो कि वर्षों से धाम में रहकर साधना करते हैं। गर्मियां हो या 4 से 5 फीट की बर्फ हो यह साधु एक कपड़े में ही यमुनोत्री धाम के हनुमान मंदिर में योग साधना करते हैं।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.