ETV Bharat / bharat

‘ବୁନ୍ଦାଏ ଲୁହ ନିଗିଡିବାକୁ ଦେବିନି’

author img

By

Published : Sep 8, 2020, 7:20 PM IST

ମଙ୍ଗଳବାର ବନ୍ୟା ପ୍ରଭାବିତ ସେହୋର ଜିଲ୍ଲାର ଜାହାନପୁରା, ନିହାଲାଇ ଏବଂ ଆନ୍ଲିଘାଟ ଗ୍ରାମକୁ ବନ୍ୟା ପ୍ରପୀଡିତ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଅଧିକ ପଢନ୍ତୁ..

‘ବୁନ୍ଦାଏ ଲୁହ ନିଗିଡିବାକୁ ଦେବିନି’
‘ବୁନ୍ଦାଏ ଲୁହ ନିଗିଡିବାକୁ ଦେବିନି’

ଭୋପାଳ: ମଙ୍ଗଳବାର ବନ୍ୟା ପ୍ରଭାବିତ ସେହୋର ଜିଲ୍ଲାର ଜାହାନପୁରା, ନିହାଲାଇ ଏବଂ ଆନ୍ଲିଘାଟ ଗ୍ରାମକୁ ବନ୍ୟା ପ୍ରପୀଡିତ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ।

ସେପଟେ ସେ କହିଛନ୍ତି, ପ୍ରଶାସନର ସତର୍କତା ଯୋଗୁଁ ବନ୍ୟା ପରିସ୍ଥିତିରୁ ସମସ୍ତ ଲୋକ ଉଦ୍ଧାର ହୋଇଥିଲେ ମଧ୍ୟ ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଥିଲା ଏବଂ ଅନେକ ସ୍ଥାନରେ ଘର ଭୁଶୁଡି ପଡିଛି । ସମସ୍ତ କୃଷକ ଭାଇମାନଙ୍କ କ୍ଷତିଗ୍ରସ୍ତ ଫସଲର ମୂଲ୍ୟାଙ୍କନ କରିବା ପରେ ସେମାନଙ୍କୁ ରିଲିଫ୍ ରାଶି ଏବଂ ଫସଲ ବୀମା ସୁବିଧା ଦିଆଯିବ ବୋଲି ସେ କହିଛନ୍ତି ।

ଭୁଶୁଡ଼ି ପଡ଼ିଥିବା ଲୋକଙ୍କ ଘର ମଧ୍ୟ ନିର୍ମାଣ ହେବ। ଏହା ସହିତ ଗରିବ ଲୋକଙ୍କୁ ମଧ୍ୟ ରାସନ ଯୋଗାଇ ଦିଆଯାଉଛି । ଏହି କଷ୍ଟ ସମୟରେ ମୁଁ ବୁନ୍ଦାଏ ବି ଲୁହ ଗରିବ ଭାଇ ଭଉଣୀଙ୍କୁ ବୋହି ବାକୁ ଦେବି ନାହିଁ ବୋଲି କହିଛନ୍ତି ଶିବରାଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.