ETV Bharat / bharat

ଜେଏନୟୁ ହିଂସା: ଆଉ 7ଜଣଙ୍କୁ ଚିହ୍ନଟ କଲା ଏସଆଇଟି - SIT identifies 7 more people

ଜେଏନୟୁ ହିଂସାରେ ସାମିଲ 7ଜଣଙ୍କୁ ଚିହ୍ନଟ କରିଛି ଏସଆଇଟି । ଭାଇରାଲ ଭିଡିଓ ଏବଂ ଫଟୋ ଆଧାରରେ ଏମାନଙ୍କୁ ଚିହ୍ନଟ କରାଯାଇଛି । ଆଗକୁ ପଢନ୍ତୁ...

JNU violence update
ଫାଇଲ ଫଟୋ
author img

By

Published : Jan 12, 2020, 1:06 PM IST

ନୂଆଦିଲ୍ଲୀ: ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍(SIT) ଜେଏନୟୁ ହିଂସାରେ ସାମିଲ 7ଜଣଙ୍କୁ ଚିହ୍ନଟ କରିଛି । ଭିଡିଓ ଓ ଫଟୋର ସହାୟତାରେ ଏହି 7 ଜଣଙ୍କୁ ଚିହ୍ନଟ କରାଯାଇଛି । ଏହାସହ ହଷ୍ଟେଲ ୱାର୍ଡେନ, ସିକ୍ୟୁରିଟି ଗାର୍ଡ ଓ 5ଜଣ ଛାତ୍ରଙ୍କ ବୟାନ ଆଧାରରେ ଏହି ଚିହ୍ନଟ ହୋଇଛି ।

ଅନ୍ୟପକ୍ଷେ 9ଜଣଙ୍କୁ ଜାନୁଆରୀ 13 ସୁଦ୍ଧା ପୋଲିସ ଯାଞ୍ଚରେ ସାମିଲ ହେବାକୁ ନୋଟିସ ଦିଆଯାଇଛି । ଏହାସ ହ୍ବାଟ୍ସଆପ୍ ଗ୍ରୁପରୁ ମଧ୍ୟ ଅନେକ ସହାୟତା ମିଳିଛି । ଏହାସହ ଏହି ଗ୍ରୁପ ବାମପନ୍ଥୀଙ୍କ ବିରୋଧରେ ଗଠନ କରାଯାଇଥିଲା । ଏଥିରେ 60ଜମ ମେମ୍ବର ଥିଲେ ।

ପ୍ରକାଶଥାଉକି, ପୋଲିସ ଜାରି କରିଥିବା 9ଜଣଙ୍କ ଫଟୋରେ ଜେଏନୟୁ ଛାତ୍ର ସଂସଦର ଅଧ୍ୟକ୍ଷ ଐଶୀ ଘୋଷ ମଧ୍ୟ ସାମିଲ ଥିଲେ । ଜାନୁଆରୀ 5ରେ ହୋଇଥିବା ହିଂସାରେ 30ଜଣ ଆହତ ହୋଇଥିଲେ ଏଥିରେ ମଧ୍ୟ ଐଶୀ ଘୋଷ ଗଭୀର ଆହତ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.