ETV Bharat / bharat

ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲା ପ୍ରଥମ ଚାନ୍ଦା

author img

By

Published : Feb 6, 2020, 11:57 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟର ଘୋଷଣା କରିଛନ୍ତି । ଟ୍ରଷ୍ଟ ଗଠନ ପରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଥମ 1 ଟଙ୍କା ଦାନ ଦିଆଯାଇଛି । ଅଧିକ ପଢନ୍ତୁ...

shri ram janmbhoomi teerth kshetra
ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟର ଘୋଷଣା କରିଛନ୍ତି । ସଂସଦରେ ଶ୍ରୀରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟର ଘୋଷଣା କରିଛନ୍ତି । ଏଥିରେ 15ଜଣ ସଦସ୍ୟ ରହିବେ । 9 ସ୍ଥାୟୀ ସଦସ୍ୟ ଥିବାବେଳେ 6 ନୋମିନେଟେଡ୍ ରହିବେ । ଟ୍ରଷ୍ଟ ଗଠନ ପରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଥମ 1 ଟଙ୍କା ଦାନ ଦିଆଯାଇଛି ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରକୁ ପ୍ରଥମ ଦାନ ଦିଆଯାଇଛି । ଏହାପରେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣର କାର୍ଯ୍ୟ ଆରମ୍ଭ ହୋଇପାରିବ । କେନ୍ଦ୍ର ସରକାରଙ୍କ ତରଫରୁ ଏହି ଦାନ ଟ୍ରଷ୍ଟକୁ ଗୃହମନ୍ତ୍ରଣାଳୟ ଅଧିନସ୍ଥ ସଚିବ ଡ଼ଃ ମୁର୍ମୁ ପ୍ରଦାନ କରିଛନ୍ତି । ଅଧିକାରୀଙ୍କ ମତରେ ଟ୍ରଷ୍ଟ ବିନା କୌଣସି ଦ୍ବନ୍ଦରେ କୌଣସି ବି ବ୍ୟକ୍ତିଙ୍କ ଠାରୁ ଅଂଶଦାନ, ଅର୍ଥ, ଯୋଗଦାନ ଏହାସହ ଜମି ସମ୍ପତ୍ତିକୁ ମଧ୍ୟ ଗ୍ରହଣ କରିପାରିବ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.