ETV Bharat / bharat

ବେଙ୍ଗାଲୁର ଭାୟା ୟୁପି, 1750 ପ୍ରବାସୀଙ୍କ ନେଇ ଗଡିଲା 'ଶ୍ରମିକ ସ୍ପେଶାଲ' ଟ୍ରେନ - ବେଙ୍ଗାଲୁର ରୁ ୟୁପି ଅଭିମୁଖେ ବାହାରିଲେ 1750 ପ୍ରବାସୀ

ପ୍ରବାସୀ ଯାତ୍ରୀଙ୍କୁ ନେଇ ଏକ 'ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍' ସୋମବାର କେଏସଆର ବେଙ୍ଗାଲୁରୁ ସିଟି ରେଳ ଷ୍ଟେସନରୁ ଉତ୍ତରପ୍ରଦେଶର ଗୋରଖପୁର ଅଭିମୁଖେ ଯାତ୍ରା କରିଛି। ଏହି ଟ୍ରେନରେ ପ୍ରାୟ 1,750 ଯାତ୍ରୀ ଥିଲେ।

ବେଙ୍ଗାଲୁର ଭାୟା ୟୁପି, 1750 ପ୍ରବାସୀଙ୍କ ନେଇ ଗଡିଲା ''ଶ୍ରମିକ ସ୍ପେଶାଲ'' ଟ୍ରେନ

author img

By

Published : Jun 8, 2020, 10:22 AM IST

ବେଙ୍ଗାଲୁର: ଚାଲିଛି ପ୍ରବାସୀ ଶ୍ରମିକ ସ୍ଥାନନ୍ତରଣ ପ୍ରକ୍ରିୟା। ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରମିକଙ୍କୁ ନେଇ ସେମାନଙ୍କ ଜନ୍ମ ମାଟିରେ ଛଡା ଯାଉଛି। ଏନେଇ ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ ଆରମ୍ଭ କରିଛନ୍ତି।

ତେବେ ପ୍ରବାସୀ ଯାତ୍ରୀଙ୍କୁ ନେଇ ଏକ 'ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍' ସୋମବାର କେଏସଆର ବେଙ୍ଗାଲୁରୁ ସିଟି ରେଳ ଷ୍ଟେସନରୁ ଉତ୍ତରପ୍ରଦେଶର ଗୋରଖପୁର ଅଭିମୁଖେ ଯାତ୍ରା କରିଛି। ଏହି ଟ୍ରେନରେ ପ୍ରାୟ 1,750 ଯାତ୍ରୀ ଥିଲେ।

କୋରୋନା ଭାଇରସ୍ ଲକଡାଉନ୍ ମଧ୍ୟରେ ଫସି ରହିଥିବା ଲୋକଙ୍କୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ସରକାର ଶ୍ରମିକ୍ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ଅନୁମତି ଦେଇଛନ୍ତି। ଏହାସହ ଟ୍ରେନରେ ଶ୍ରମିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.