ETV Bharat / bharat

ପ୍ଲାଷ୍ଟିକମୁକ୍ତ ଦେଶ ପାଇଁ ଭିନ୍ନମତ ଦେଲେ ବ୍ୟବସାୟୀ - ଛତିଶଗଡ

ସବୁଆଡେ ଚାଲିଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ । ଗାନ୍ଧୀ ଜୟନ୍ତୀ ସୁଦ୍ଧା ପ୍ଲାଷ୍ଟିକମୁକ୍ତ ଦେଶ କରିବାକୁ ଲକ୍ଷ୍ୟ ।

ପ୍ରତିକାତ୍ମକ ଫଟୋ
author img

By

Published : Aug 22, 2019, 7:08 PM IST

ରାୟପୁର: ପୂର୍ବରୁ ପ୍ଲାଷ୍ଟିକର ବ୍ୟବହାର ଉପରେ ରୋକ ଲାଗିଛି । କିନ୍ତୁ ଏହା ସତ୍ତ୍ବେବି କଡା କାର୍ଯ୍ୟାନୁଷ୍ଠାନ ହେଉନାହିଁ । ନିକଟରେ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ଲାଷ୍ଟିକମୁକ୍ତ ଦେଶ ଆହ୍ବାନ ପରେ କିଛି ଭିନ୍ନ ମତ ଦେଇଛନ୍ତି ଛତିଶଗଡ ବ୍ୟବସାୟୀ ।

ପ୍ଲାଷ୍ଟିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କିଛି ନୂଆ କଥା ନୁହେଁ । କିନ୍ତୁ ଏହି ଅଭିଯାନ ଚାଲିବାର କିଛି ଦିନ ମଧ୍ୟରେ 'ଯଥା ପୂର୍ବଂ ତଥା ପରଂ' ସ୍ଥିତି ହୋଇଯିବ । ପୁଣି ବଜାରରେ ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି ହେବ ଆଉ ଲୋକମାନେ ଏହାକୁ ବ୍ୟବହାର କରିବେ । ଯେଉଁଠାରୁ ପ୍ଲାଷ୍ଟିକ ବ୍ୟାଗ ଉତ୍ପାଦନ ହେଉଛି ସେଠାରେ ପ୍ରଥମେ ରୋକ ଲାଗିବା ଦରକାର । ତେବେ ଯାଇ ଦେଶ ପ୍ଲାଷ୍ଟିକ ମୁକ୍ତ ହେବ ବୋଲି କହିଛନ୍ତି ବ୍ୟବସାୟୀ ।

ଅକ୍ଟୋବର 2 ସୁଦ୍ଧା ପର୍ଯ୍ୟାବରଣ ମନ୍ତ୍ରାଳୟ ଏହା ଉପରେ ପଦକ୍ଷେପ ନେବ । ଆଉ ଗଣମାଧ୍ୟମରେ ଏହି ଖବର ପ୍ରଚାର ହେବାପରେ ବ୍ୟବସାୟୀ ମାନେ ମଧ୍ଯ ଏହାକୁ ସ୍ବାଗତ କରିଥିବା ଜଣାପଡିଛି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.