ETV Bharat / bharat

ସମ୍ପର୍କ ଭାଙ୍ଗିଲା କୃଷି ବିଲ, ଏନଡିଏ ହାତ ଛାଡିଲା ଅକାଳୀ ଦଳ

author img

By

Published : Sep 26, 2020, 10:49 PM IST

Updated : Sep 26, 2020, 10:58 PM IST

ଶେଷରେ ଏନଡିଏର ସହିତ ସମ୍ପର୍କ ଛିନ୍ନକଲା ସିରୋମଣି ଅକାଳି ଦଳ । ପ୍ରଥମେ ନିଜର କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଇଥିବାବେଳେ ଶନିବାର ଶେଷରେ ସମ୍ପୂର୍ଣ୍ଣ ଏନଡିଏରୁ ମୋହ ତୁଟାଇଛି ଅକାଳି ଦଳ । ଅଧିକ ପଢନ୍ତୁ...

ସମ୍ପର୍କ ଭାଙ୍ଗିଲା କୃଷି ବିଲ, ଏନଡିଏର ହାତ ଛାଡିଲା ଅକାଳୀ ଦଳ

ନୂଆଦିଲ୍ଲୀ: ଶେଷରେ ଏନଡିଏ ସହିତ ସମ୍ପର୍କ ଛିନ୍ନ କଲା ସିରୋମଣି ଅକାଳି ଦଳ । କୃଷି ବିଲକୁ ନେଇ ଆରମ୍ଭ ହୋଇଥିବା ବିରୋଧ ଶେଷରେ ଦୀର୍ଘ ଦିନର ସମ୍ପର୍କରେ ତୁଟାଇ ବିଚ୍ଛେଦ ହୋଇଛି ସିରୋମଣି ଅକାଳି ଦଳ ।

ପଞ୍ଜାବରେ ପ୍ରତିଷ୍ଠିତ ଏହି ଆଞ୍ଚଳିକ ଦଳ ଏନଡିଏର ପ୍ରାରମ୍ଭରୁ ଏକ ମୁଖ୍ୟ ଅଂଶୀଦାର ଦଳ ଭାବେ ରହିଆସିଥିଲା । ଶେଷରେ କୃଷକ ମାନଙ୍କ ବିଲକୁ ନେଇ ଆରମ୍ଭ ହୋଇଥିଲା ଲଢେଇ । ପ୍ରଥମେ ନିଜର କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଇଥିବାବେଳେ ଶନିବାର ଶେଷରେ ସମ୍ପୂର୍ଣ୍ଣ ଏନଡିଏର ମୋହ ତୁଟାଇଛି ଅକାଳି ଦଳ । ପ୍ରକାଶ ସିଂ ବାଦଲଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ଦଳ ପଞ୍ଜାବରେ ବିଜେପି ସହ ବହୁବାର ମେଣ୍ଟ ସରକାର ଗଠନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 26, 2020, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.