ETV Bharat / bharat

ଅନଲାଇନ ସେକ୍ସ ରାକେଟର ପର୍ଦ୍ଦାଫାସ; ମୁଖ୍ୟ ପରିଚାଳକ ସମେତ 9 କଲଗାର୍ଲ ଓ 20 ଗିରଫ

କାନପୁର ନୌବସ୍ତା ଥାନା ଅଧୀନରେ ଚାଲିଥିବା ଏହି ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ନୌବସ୍ତା ପୋଲିସ ଏବଂ ସାଇବର ଟିମ୍ । ଘଟଣାରେ ପୋଲିସ ମୁଖ୍ୟ ପରିଚାଳକ ସହ 9 ଜଣ କଲ ଗାର୍ଲ ଏବଂ 20 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

author img

By

Published : Sep 14, 2020, 1:47 PM IST

ଅନଲାଇନ ସେକ୍ସ ରାକେଟର ପର୍ଦ୍ଦାଫାସ; ମୁଖ୍ୟ ପରିଚାଳକ ସମେତ 9 କଲଗାର୍ଲ ଓ 20 ଗିରଫ
ଅନଲାଇନ ସେକ୍ସ ରାକେଟର ପର୍ଦ୍ଦାଫାସ; ମୁଖ୍ୟ ପରିଚାଳକ ସମେତ 9 କଲଗାର୍ଲ ଓ 20 ଗିରଫ

କାନପୁର: ଅନଲାଇନ ସେକ୍ସ ରାକେଟର ପର୍ଦ୍ଦାଫାସ । କାନପୁର ନୌବସ୍ତା ଥାନା ଅଧୀନରେ ଚାଲିଥିବା ଏହି ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ନୌବସ୍ତା ପୋଲିସ ଏବଂ ସାଇବର ଟିମ୍ । ଘଟଣାରେ ପୋଲିସ ମୁଖ୍ୟ ପରିଚାଳକ ସମେତ 9 ଜଣ କଲ ଗାର୍ଲ ଏବଂ 20 ଜଣଙ୍କୁ ଗିରଫ କରିଛି । ଏହି ରାକେଟ ଟ୍ବିଟର ଏବଂ ୱେବସାଇଟ ମାଧ୍ୟମରେ ଚାଲିଥିଲା । ସୋସିଆଲ ନେଟୱାର୍କିଂ ମାଧ୍ୟମରେ ଗ୍ରାହକ ଠିକ କରାଯାଉଥିଲା ।

ସୂଚନାନଯୋଗ୍ୟ, ସାଇବର ସେଲ ଦ୍ବାରା ଟ୍ବିଟରେ ଦିଆଯାଇଥିବା ଏକ ଲିଙ୍କ ଦ୍ବାରା ମୋବାଇଲ ନମ୍ବର ଟ୍ରେସ କରାଯାଇଥିଲା । ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ଆଶିଷ କୁମାରକୁ ନୌବସ୍ତା ପୋଲିସ ଗିରଫ କରିଥିଲା । ଆଶିଷର ମୋବାଇଲ ନମ୍ବର ସାହାଯ୍ୟରେ ପୋଲିସ ଜାଣିବାକୁ ପାଇଥିଲା ଯେ, ଆଶିଷ ଦ୍ବାରା ଏକ ବଡ ଧରଣର ସେକ୍ସ ରାକେଟ ଚାଲିଛି । ଯେଉଁଥିରେ ରାଜୁ ଓରଫ ଇରାନ, ଜଣେ ମହିଳା ଏବଂ ଉତ୍ତରପ୍ରଦେଶ, ଦିଲ୍ଲୀ, ମଧ୍ୟପ୍ରଦେଶ ଭଳି ଜିଲ୍ଲାର ଝିଅ ମାନଙ୍କ ସମ୍ପୃକ୍ତି ରହିଛି । ତେବେ ଏହି ସେକ୍ସ ରାକେଟର ଚେର ବହୁ ଦୂର ପର୍ଯ୍ୟନ୍ତ ଲମ୍ବିଛି । ଏଥିରେ ଅନେକ ଲୋକଙ୍କ ସମ୍ପୃକ୍ତି ରହିଛି ।

କେମିତି ଚାଲୁଥିଲା ଏହି ରାକେଟ ?

ସୋସିଆଲ ମିଡିଆରେ ରାକେଟର ପକ୍ଷରୁ ଏକ ଲିଙ୍କ ଦିଆଯାଇଥାଏ । ଏହା ଉପରେ କ୍ଲିକ୍ କଲେ ଗ୍ରାହକଙ୍କୁ ଏକ ମୋବାଇଲ ନମ୍ବର ମିଳିଥାଏ । ସେହି ନମ୍ବର ଦ୍ବାରା ରାକେଟର ମଧ୍ୟସ୍ଥି ସହ ଯୋଗାଯୋଗ ହୋଇଥାଏ । ମଧ୍ୟସ୍ଥି ଆଶିଷଙ୍କ ଏସମ୍ପର୍କରେ ତଥ୍ୟ ଦେଇଥାଏ । ଏହା ପରେ ଆଶିଷ ମଧ୍ୟସ୍ତି ଜରିଆରେ ହ୍ବାଟସଆପ ଜରିଆରେ ଗ୍ରାହକଙ୍କୁ ଝିଅମାନଙ୍କ ଫଟୋ ଏବଂ ମୂଲ୍ୟ ନିର୍ଣ୍ଣୟ ହୋଇଥାଏ । ଯଦି ଫଟୋ ସହ ମୂଲ୍ୟ ଠିକ ଥାଏ ତେବେ ଗ୍ରାହକ ମଧ୍ୟସ୍ତି ସହ ସମ୍ପର୍କ କରିଥାଏ । ଏହା ପରେ ଆଶିଷ, ରାଜୁ ଓ ସମ୍ପୃକ୍ତ ମହିଳାଙ୍କ ମାଧ୍ୟମରେ ସ୍ଥା ନିର୍ଦ୍ଧାରିତ କରାଯାଇ ଉଭୟଙ୍କୁ ଏକାଠି କରାଯାଏ । ଏହା ପରେ ଝିଅକୁ ନିଜ ଠିକଣା ସ୍ଥାନରେ ପହଞ୍ଚାଇବାର ଦାୟିତ୍ବ ଗ୍ରାହକର ଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.