ETV Bharat / bharat

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ 7 ମୃତ !

ପାଇଖାନା ଟାଙ୍କିରେ 7 ମୃତ । ମୃତକଙ୍କ ମଧ୍ୟ୍ୟରେ ତିନି ଜଣ ହୋଟେଲର କର୍ମଚାରୀ ଥିବାବେଳେ ଅନ୍ୟ 4 ଜଣ ସଫେଇ କର୍ମଚାରୀ ଅଛନ୍ତି । ତେବେ ଶ୍ବାସରୁଦ୍ଧ ଏମାନଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

author img

By

Published : Jun 15, 2019, 12:37 PM IST

Updated : Jun 15, 2019, 2:26 PM IST

ଫାଇଲ ଫଟୋ

ଗୁଜୁରାଟ: ଜୀବନ ନେଲା ପାଇଖାନା ଟାଙ୍କି । ହୋଟେଲର ପାଇଖାନା ଟାଙ୍କି ସଫା କରିବା ସମୟରେ 7 ଜଣ କର୍ମଚାରୀଙ୍କ ମୃତ୍ୟୁ । ସେଥିମଧ୍ୟରୁ ତିନି ଜଣ ହୋଟେଲର କର୍ମଚାରୀ ଥିବାବେଳେ ଅନ୍ୟ ତିନିଜଣ ସଫେଇ କର୍ମଚାରୀ ଅଛନ୍ତି । ମୃତମାନଙ୍କ ବୟସ 22 ରୁ 24 ବର୍ଷ ମଧ୍ୟରେ ହେବ ।

ଘଟଣା ବିଷୟରେ ଖବର ପାଇ ଦାବୋହି ପୋଲିସ ଅଫିସର ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି । ତେବେ ଏହି ସମସ୍ତ କର୍ମଚାରୀ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିବା କୁହାଯାଉଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ।

Intro:ରାୟଗଡା ସହର ଏବେ ପାଲଟିଛି ବେଆଇନ ତମ୍ବାଖୁ ଗୁଟଖା ର ପେଣ୍ଠସ୍ଥଳୀ। ରାୟଗଡ଼ା ଦେଇ ଯାତାୟତ ରେଳ ରେ ପ୍ରତିଦିନ ଲକ୍ଷାଧିକ ଟଙ୍କାର ଗୁଟଖା ରାଜ୍ୟ ବାହାରକୁ ଆମଦାନୀ ରପ୍ତାନୀ କରାଯାଉଥିବା ବେଳେ କୌଣସି ଅଧିକାରୀ ମଧ୍ୟ ଏଥିପ୍ରତି ଦୃଷ୍ଟି ନଦେବା ଫଳରେ ଗୁଟଖା ମାଫିଆଙ୍କ ଚରାଭୂମି ପାଲଟିଛି ରାୟଗଡ଼ା ରେଳ ଷ୍ଟେସନ । ଆଜି ରାୟଗଡା ରେଳ ସୁରକ୍ଷା ବଳ (ଆରପିଏଫ) ଦ୍ୱାରା ୨୬ ପ୍ୟାକେଟ ଚୋରାଚାଳାଣ ହେଉଥିବା ଗୁଟଖା ଜବତ ହୋଇଛି। ତେବେ ଜବତ ହୋଇଥିବା ଗୁଟକା'ର ବଜାର ମୂଲ୍ୟ ୫ଲକ୍ଷ ଟଙ୍କା ହୋଇଥିବା ବେଳେ ଏହି ଗୁଟକା ଗତକାଲି ବିଳମ୍ବିତ ରାତ୍ରିରେ ବିଶାଖାପାଟନମ୍ -ରାୟଗଡା ପାସେଞ୍ଜର ରୁ ଓହ୍ଳାଇ ରାୟଗଡା ରେଳବାଇ ଷ୍ଟେସନ ପରିସର ରେ ଥିବା ଗୋଦାମ ଗୃହରେ ଗଚ୍ଛିତ ରଖାଯାଇଥିଲା । କୈାଣସି ସୂତ୍ରରୁ ଖବର ପାଇ ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଆରପିଏଫ ଏହାକୁ ଜବତ କରିଛି ।Body:ରାୟଗଡାConclusion:ଘୁଟୁକା
Last Updated : Jun 15, 2019, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.