ETV Bharat / bharat

ନାଗରିକତା ସଂଶୋଧନ ବିଲକୁ ବିରୋଧ: ଆସାମରେ 144 ଧାରା ଜାରି - 144 in Asam

ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ ପାସ୍ ହେବା ପରେ ଆସାମର ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ଆସାମର ରାଜଧାନୀ ବର୍ତ୍ତମାନ କର୍ଫ୍ୟୁରେ ଓ 144 ଧାରା ଜାରି କରାଯାଇଛି।

war like situation going on in Assam
ଆସାମରେ 144 ଧାରା
author img

By

Published : Dec 12, 2019, 2:40 PM IST

Updated : Dec 12, 2019, 4:06 PM IST

ଗୌହାଟୀ: ପ୍ରଥମେ ଲୋକସଭା । ପରେ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ ପାସ୍ ହେବା ପରେ ଆସାମର ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ଆସାମର ରାଜଧାନୀରେ ବର୍ତ୍ତମାନ144 ଧାରା ଜାରି କରାଯାଇଛି । ସେନା ମୁତୟନ ହେବା ସହ ସମସ୍ତ ସ୍କୁଲ, କଲେଜ ବନ୍ଦ ହୋଇଛି । ଅନ୍ୟପକ୍ଷେ ଇଣ୍ଟରନେଟ ସେବାକୁ 10ଟି ଜିଲ୍ଲାରେ ବନ୍ଦ କରାଯାଇଛି । ଆସାମର ଅନେକ ଛାତ୍ର ସଂଗଠନ ଏହି ବିଲ ବିରୋଧରେ ପୋଡାଜଳା କରିବା ସହ ଭଙ୍ଗାରୁଜା କରୁଛନ୍ତି ।

ଆସାମରେ 144 ଧାରା

ଅନ୍ୟପକ୍ଷେ ରାଜ୍ୟରେ ଏଭଳି ପରିସ୍ଥିତିକୁ ଦେଖି ପୋଲିସ ଲାଠିଚାର୍ଜ କରିବା ସହ ଫାଙ୍କା ଗୁଳି ଚାଳନ କରିଥିଲା । ପୋଲିସର ଏହି ପଦକ୍ଷେପରେ ଅନେକ ଲୋକ ଆହାତ ହୋଇଛନ୍ତି । ସେନା ଦ୍ବାରା ଫ୍ଲାଗ୍ ମାର୍ଚିଂ କରାଯାଉଛି ।

Intro:যোৱাকালি নাগৰিকত্ব সংশোধনী বিধেয়কৰ বিৰুদ্ধে গুৱাহাটী মহানগৰীত ৰাইজে উত্তাল প্ৰতিবাদ সাব্যস্ত কৰাৰ পিছৰে পৰা গুৱাহাটীত জাৰি কৰা হৈছে সন্ধ্যা অইন। আজি পূৱেৰ ভাগত মহানগৰীৰ বিভিন্ন অঞ্চলত সেনাই ফ্লেগ মাৰ্চ কৰা পৰিলক্ষিত হয়।

Body:বুধবাৰে নাগৰিকত্ব সংশোধনী বিধেয়ক ৰাজ্যসভাত গৃহীত হোৱাৰ পিছত যাতে ৰাজ্যত শান্তি-শৃংখলা অব্যহত ৰাখিবলৈ প্ৰশাসনে বিশেষ ব্যৱস্থা গ্ৰহণ কৰিছে। বুধবাৰে বিধেয়ক বিৰোধী আন্দোলনকাৰীয়ে মহানগৰীৰ বিভিন্ন অঞ্চলত প্ৰতিবাদ সাব্যস্ত কৰাৰ পিছত আজি মহানগৰীত সন্ধ্যা অইন জাৰি কৰাৰ লগতে সেনাই ফ্লেগ মাৰ্চ কৰা পৰিলক্ষিত হয়। খানাপাৰা, ছাইমাইল, গণেশগুৰিত সেনাৰ লোক সকলে তাহল দিয়াৰ লগতে যাতে কোনো প্ৰতিবাদকাৰী ওলাই আহিব নোৱাৰে ইয়াৰ প্ৰতি তীক্ষ্ণ দৃষ্টি ৰাখিছে। গুৱাহাটী মহানগৰ আৰক্ষী আৰু প্ৰশাসন নাগৰিকত্ব বিৰোধী আন্দোলন দমন কৰিবলৈ প্ৰস্তুত হৈ আছে।

বাইট : দীপক কুমাৰ, আয়ুক্ত, গুৱাহাটী মহানগৰ আৰক্ষী

Conclusion:বুধবাৰে মহানগৰীৰ খানাপাৰা, ছাইমাইল, গণেশগুৰিৰ লগতে বিভিন্ন অঞ্চলত প্ৰতিবাদকাৰী সকলে কেব'ৰ বিৰুদ্ধে ৰাজপথলৈ ওলাই আহি প্ৰতিবাদ সাব্যস্ত কৰি ঠায়ে ঠায়ে অগ্নি সংযোগ কৰি মহানগৰীত এক উত্তাল পৰিবেশৰ সৃষ্টি কৰিছিল।
Last Updated : Dec 12, 2019, 4:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.