ETV Bharat / bharat

370 ଧାରାକୁ ନେଇ ଶୁଣାଣି ଆରମ୍ଭ - BLANK FOR LINK

370 ଧାରାକୁ ନେଇ ସୁପ୍ରିମକୋର୍ଟର 5 ଜଣିଆ ଖଣ୍ଡପୀଠରେ ଶୁଣାଣୀ ଆରମ୍ଭ ହୋଇଛି। ଗତବର୍ଷ ଅଗଷ୍ଟ 5 ତାରିଖରେ, କେନ୍ଦ୍ର ସରକାର ଜମ୍ମୁ କଶ୍ମୀରୁ 370 ଧାରା ଉଚ୍ଛେଦ କରି ଏହାକୁ ଏକ ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଥିଲେ।

sc-starts-hearing-petitions-challenging-art-370
370 ଧାରାକୁ ନେଇ ଶୁଣାଣୀ ଆରମ୍ଭ
author img

By

Published : Jan 22, 2020, 12:27 PM IST

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ 370 ଧାରା ହଟାଯିବାକୁ ନେଇ ଅନେକ ବାଦବିବାଦ ଦେଖା ଯାଇଥିଲା। ଏପରିକି ଏହାକୁ ନେଇ ଅନେକ ବ୍ୟକ୍ତିବିଶେଷ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଇଥିଲେ। ବୁଧବାର ଏନେଇ ସୁପ୍ରିମକୋର୍ଟର 5 ଜଣିଆ ଖଣ୍ଡପୀଠ ଏହା ଉପରେ ଶୁଣାଣି ଆରମ୍ଭ କରିଛନ୍ତି। ଗତବର୍ଷ ଅଗଷ୍ଟ 5 ତାରିଖରେ, କେନ୍ଦ୍ର ସରକାର ଜମ୍ମୁ କଶ୍ମୀରୁ 370 ଧାରା ଉଚ୍ଛେଦ କରି ଏହାକୁ ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଥିଲେ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.