ETV Bharat / bharat

ହସ୍ପିଟାଲରୁ ଡିସଚାର୍ଜ ହେଲେ ଶଶିକଳା

ହସ୍ପିଟାଲରୁ ଡିସଚାର୍ଜ ହେଲେ ଶଶିକଳା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ 2017ରେ ଦୋଷୀ ସାବ୍ୟସ୍ତ ହୋଇଥିବା ଭି.କେ ଶଶିକଳା ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ତାଙ୍କୁ ଦେଖିବାକୁ ଭିକ୍ଟୋରିଆ ହସ୍ପିଟାଲ ବାହାରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।

author img

By

Published : Jan 31, 2021, 12:54 PM IST

ହସ୍ପିଟାଲରୁ ଡିସଚାର୍ଜ ହେଲେ ଶଶିକଳା
ହସ୍ପିଟାଲରୁ ଡିସଚାର୍ଜ ହେଲେ ଶଶିକଳା

ବେଙ୍ଗାଲୁରୁ: ହସ୍ପିଟାଲରୁ ଡିସଚାର୍ଜ ହେଲେ ଶଶିକଳା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ 2017ରେ ଦୋଷୀ ସାବ୍ୟସ୍ତ ହୋଇଥିବା ଭି.କେ ଶଶିକଳା ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ତାଙ୍କୁ ଦେଖିବାକୁ ଭିକ୍ଟୋରିଆ ହସ୍ପିଟାଲ ବାହାରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ସୁରକ୍ଷା ମୁତାବକ ବିପୁଳ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ କରାଯାଇଥିଲା ।

ହସ୍ପିଟାଲରୁ ଡିସଚାର୍ଜ ହେଲେ ଶଶିକଳା

ତେବେ କୋରୋନା ପଜିଟିଭ୍ ଥିବା କାରଣରୁ ତାଙ୍କୁ ଜାନୁଆରୀ 27ରେ ଭିକ୍ଟୋରିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଖାସ୍ ଥିଲେ ଶଶିକଳା । 2017ରେ ତାଙ୍କୁ 4 ବର୍ଷର ଜେଲ ଦଣ୍ଡାଦେଶ ଦିଆଯାଇଥିଲା । କୋରୋନା ପଜିଟିଭ୍ ପାଇଁ ତାଙ୍କୁ 10 ଦିନ ହସ୍ପିଟାଲରେ ରଖାଯାଇଥିଲା । ତେବେ କୋଭିଡ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.