ETV Bharat / bharat

ବାଲୁକା କଳାରେ ଗୁରୁ ଦିବସ - ବାଲୁକା କଳା

ସାମଗ୍ର ଦେଶରେ ପାଳିତ ହେଉଛି ଗୁରୁ ଦିବସ । ଏହି ଅବସରରେ ବାଲୁକା କଳା ମାଧ୍ୟମରେ ଭାରତର ପ୍ରଥମ ଉପରାଷ୍ଟ୍ରପତି ଡା. ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବାଲୁକା ଶିଳ୍ପୀ ଅଜୟ ଶଙ୍କର ମାହତୋ।

ଫଟୋ ସୌଜନ୍ୟ:ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Sep 5, 2019, 5:17 PM IST

ରାଞ୍ଚି: ଗୁରୁ ଦିବସରେ ଭାରତର ସର୍ବପ୍ରଥମ ଉପରାଷ୍ଟ୍ରପତି ଡା.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଉଛି । ଏହି ଅବସରରେ ଝାଡଖଣ୍ଡର ଚନ୍ଦନାକିୟାରୀର ବାଲୁକା ଶିଳ୍ପୀ ଅଜୟ ଶଙ୍କର ମାହତୋ ବାଳୁକା କଳାରେ ଭାରତ ରତ୍ନ ଡା.ରାଧାକ୍ରୀଷ୍ଣନଙ୍କ ମୂର୍ତ୍ତି ତିଆରି କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଶୀଲଫୋର ଗାଁର ଦାମୋଦର ନଦୀ କୂଳରେ ସେ ରାଧାକ୍ରୀଷ୍ଣନଙ୍କ ମୂର୍ତ୍ତି ତିଆରି କରିଛନ୍ତି । ଏହାକୁ ଦେଖିବା ପାଇଁ ଅନେକ ଲୋକଙ୍କ ଭିଡ ଜମିଥିଲା । ଏ ସମ୍ପର୍କରେ ମତ ରଖି ଅଜୟ କହିଛନ୍ତି ଯେ, ପୂଜାପର୍ବାଣୀ, ଜାତୀୟ ଏବଂ ଅନ୍ତର୍ଜାତୀୟ ଦିବସରେ ସେ ଅନେକ ବାଲୁକା ମୂର୍ତ୍ତି ତିଆରି କରିଥାନ୍ତି । ତାଙ୍କର ଏହି କଳାକୃତିକୁ ଦେଖିବାପାଇଁ ଅନେକ ଲୋକଙ୍କ ଆଗମନ ହୋଇଥାଏ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସେପ୍ଟେମ୍ବର 5, ଆଜି ଦିନଟି ଭାରତର ପ୍ରଥମ ଉପରାଷ୍ଟ୍ରପତି ଡା. ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମ ଦିନ । ତାଙ୍କ ଜନ୍ମଦିନକୁ ପାଳନ କରିବା ପାଇଁ ଛାତ୍ର ମାନେ କହିଥିଲେ । କିନ୍ତୁ ସେ ମନାକରି କହିଥିଲେ ଯେ, ମୋ ଜନ୍ମ ଦିନ ପାଳନ କରିବା ଅପେକ୍ଷା ଏହି ଦିନକୁ ଗୁରୁ ଦିବସ ରୂପେ ପାଳନ କଲେ ବହୁତ ଭଲ ହେବ । ସେହିଦିନ ଠାରୁ ଏହି ଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି।

Intro:चंदनकियारी के कलाकार अजय शंकर महतो ने सैंड आर्ट के जरिये शिक्षक दिवस पर भारत रत्न डॉक्टर सर्वपल्ली राधाकृष्णन का आकृति बालू के रेत पर बना कर उनके जन्म पर श्रद्धांजलि दिया है।Body:चंदनकियारी/शीलफोर गांव स्थित दामोदर नदी किनारे पर बालू की रेत में भव्य मूर्ति बनाकर श्रद्धांजलि दिया। इस सुंदर रंगीन रेत में बना आकृतिओ को देखने के लिए नदी किनारे लोगों की भीड़ उमड़ रही है। कलाकार अजय अजय शंकर महतो का कहना है कि इस तरह का रेत में आकृति हम हर पूजा त्यौहार तथा राष्ट्रीय तथा अंतर्राष्ट्रीय दिवस पर बनाते हैं जिसे देखने के लिए बोकारो जिला तथा धनबाद जिला के लोग दूर-दूर से पहुँचते हैं। नदी में रेत कम मात्रा में रहने के कारण कई तरह की भव्य आकृतियां नहीं बना पा रहे हैं।सेंड आर्ट्स अजय शंकर का कहना है की हम चाहेंगे कि सरकार रेत वाले जगह पर हम जैसे कलाकार को अपने हुनर दिखाने का मौका दें।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.