ETV Bharat / bharat

ରାମ ମନ୍ଦିର ନିର୍ମାଣ: ରୂପା ଶିଳାରେ ପଡିବ ମନ୍ଦିରର ମୂଳଦୁଆ - ରୂପା ଶିଳା

ସ୍ବାମୀ ଶ୍ରୀ ବିଦ୍ୟାନନ୍ଦ ମହାରାଜ ଜୀ ଅଯୋଧ୍ୟା ରାମ ମନ୍ଦିର ପାଇଁ ରୂପା ଶିଳା ଦେଇଛନ୍ତି । ମନ୍ଦିରର ମୂଳଦୁଆ ପଡିବା ସମୟରେ ଏହି ଶିଳାକୁ ରଖାଯିବ । ଅଧିକ ପଢନ୍ତୁ...

saint worship silver stone
ରୂପା ଶିଳାରେ ପଡିବ ମନ୍ଦିରର ମୂଳଦୁଆ
author img

By

Published : Mar 2, 2020, 11:31 AM IST

ଲକ୍ଷ୍ନୌ: ବୃନ୍ଦାବନର ଅଖଣ୍ଡ ପରମଧାମର ମହାମଣ୍ଡଳେଶ୍ବର ସ୍ବାମୀ ଶ୍ରୀ ବିଦ୍ୟାନନ୍ଦ ମହାରାଜ ଜୀ ଅଯୋଧ୍ୟା ରାମ ମନ୍ଦିର ପାଇଁ ରୂପା ଶିଳା ଦେଇଛନ୍ତି । ମନ୍ଦିରର ମୂଳଦୁଆ ପଡିବା ସମୟରେ ଏହି ଶିଳାକୁ ରଖାଯିବ । ଏଥିପାଇଁ ସମ୍ପୂର୍ଣ୍ଣ ବିଧିବିଧାନ ସହ ଏହି ଇଟାକୁ ପୂଜା କରାଯାଇଛି ।

ରୂପା ଶିଳାରେ ପଡିବ ମନ୍ଦିରର ମୂଳଦୁଆ

ଶ୍ରୀରାମ ଜନ୍ମଭୂମୀ ଆନ୍ଦୋଳନ ସମୟରେ ମନ୍ଦିରର ଭୂମୀ ପୂଜନ ସରିଛି । ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ ପରମାନନ୍ଦ ମହାରାଜ, ବୃନ୍ଦାବନରେ ସାଧୁ ସନ୍ଥଙ୍କ ଦ୍ବାରା ରୂପା ଶିଳା ପୂଜା କରାଇଛନ୍ତି । ଏହି ରୂପା ଶିଳା ସମ୍ପୁର୍ଣ୍ଣ ବ୍ରଜମଣ୍ଡଳ ଭ୍ରମଣ କରିବା ପରେ ଶ୍ରୀରାମ ଜନ୍ମଭୂମୀ ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରାଯାଇଛି ।

ମହାରାଜଙ୍କ କହିବାନୁସାରେ, ଯିଏ ବି ଏହି ଶିଳାକୁ ପୂଜା କରିବ ତା'ର ଭାବନା ଏହି ଶିଳା ସହ ଯୋଡି ହୋଇଯିବ । ରାମ ମନ୍ଦିର ନିର୍ମାଣରେ ବ୍ରଜ ବାସିନ୍ଦାଙ୍କ ବିଶେଷ ସମ୍ବନ୍ଧ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.