ETV Bharat / bharat

ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରଫେସରଙ୍କ ମୃତଦେହ ଉଦ୍ଧାର - ବେଙ୍ଗାଲୁର ବିଶ୍ବବିଦ୍ୟାଳୟ

ବେଙ୍ଗାଲୁର ସ୍ଥିତ ବାସଭବନରୁ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ପ୍ରଫେସର ଜି ନନଞ୍ଜୁଦନଙ୍କ ମୃତଦେହ ଉଦ୍ଧାର । ପୋଲିସ ପ୍ରଫେସରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସମ୍ପୂର୍ଣ୍ଣ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ ତଥ୍ୟ ଜଣାପଡିବ ବୋଲି ପୋଲିସ କହିଛି ।

sahitya-academy-prize-winner-professor-dead-body-found-police-in-bangalur
ଫଟୋ ସୌଜନ୍ୟ : ଫାଇଲ ଫଟୋ
author img

By

Published : Dec 22, 2019, 10:16 PM IST

ବେଙ୍ଗାଲୁର: ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜି ନନଞ୍ଜୁଦନଙ୍କ ମୃତଦେହ ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ମିଳିଛି । ପୋଲିସ କହିଛି ଜି ନନଞ୍ଜୁଦନ ମୃତଦେହ ନଷ୍ଟ ହେବାରେ ଲାଗିଛି । ପୋଲିସ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କୌଣସି କାରଣ ଜଣାପଡିନାହିଁ । ପୋଲିସ ମାମଲାର ପ୍ରତ୍ୟେକ କୋଣରୁ ଯାଞ୍ଚ କରୁଛି । ପୋଲିସ ମୃତଦେହକୁ ନିଜ ପାଖରେ ନେଇ ସାରିଛି ଏବଂ ଘଟଣାର ବିସ୍ତୃତ ତଥ୍ୟକୁ ଅପେକ୍ଷା କରିଛି ।

ଜି ନନଞ୍ଜୁଦନ ବେଙ୍ଗାଲୁର ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବରେ କାର୍ଯ୍ୟରତ ଥିଲେ । ନିଜ ବାସଭବନରେ ସେ ଏକା ରହୁଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସାମନାକୁ ଆସୁଥିବା ତଥ୍ୟ ଅନୁସାରେ ଗତ ଚାରି ଦିନରୁ ସେ ବିଶ୍ବବିଦ୍ୟାଳୟକୁ ଆସି ନାହାଁନ୍ତି । ଏହି ସମୟରେ ସହକର୍ମୀ ମାନଙ୍କ ସନ୍ଦେହ ହେବା ଯୋଗୁଁ ସେମାନେ ତାଙ୍କ ଘରକୁ ଯାଇଥିଲେ ।

ପ୍ରଫେସରଙ୍କ ଘରେ ପହଞ୍ଚି ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ସମ୍ପୂର୍ଣ୍ଣ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ ତଥ୍ୟ ଆସିବ ବୋଲି ପୋଲିସ କହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.