ETV Bharat / bharat

600 ବର୍ଷର ଶାସକକୁ ଏତେ ଭୟ କାହିଁକି: କୃଷ୍ଣଗୋପାଳ

author img

By

Published : Sep 12, 2019, 7:08 PM IST

ଦେଶରେ ମୁସଲିମ ସମ୍ପ୍ରଦାୟକୁ ଏତେ ଭୟ କାହିଁକି ବୋଲି ପ୍ରଶ୍ନ କରିଛି ଆରଏସଏସ । ଆରଏସଏସର ବରିଷ୍ଠ କାର୍ଯ୍ୟକର୍ତ୍ତା କୃଷ୍ଣଗୋପାଳ ଏହି ବିସ୍ଫୋରକ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଦେଶକୁ 600 ବର୍ଷ ଶାସନ କରିଥିବା ଏହି ସମ୍ପ୍ରଦାୟକୁ ଏବେ ଏତେ ଭୟ କାହିଁକି । ଦେଶରେ ସବୁ ଧର୍ମ ମଧ୍ୟରେ ସମନ୍ବୟ ରଖିବାର ଆବଶ୍ୟକତା ରହିଛି । ଭୟକୁ ଦୂର କରିବା ପାଇଁ ଚର୍ଚ୍ଚା ଓ ଆଲୋଚନାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ଦେଶ ମଧ୍ୟରେ ସବୁ ଧର୍ମ ମଧ୍ୟରେ ସମନ୍ବୟ ରଖିବା ଉପରେ ଜୋର ଦେଇଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର କାର୍ଯ୍ୟକର୍ତ୍ତା କୃଷ୍ଣଗୋପାଳ । ଏନେଇ ମୁସଲିମ ସମ୍ପ୍ରଦାୟଙ୍କୁ ଲକ୍ଷ୍ୟକରି ସେ କହିଛନ୍ତି ଦେଶରେ 600 ବର୍ଷ ଧରି ଶାସନ କରିଥିବା ଏକ ନିର୍ଦ୍ଦିଷ୍ଟ ଶାସକକୁ ଏତେ ଭୟ କାହିଁକି । 16/17 କୋଟି ଲୋକ ବିଶିଷ୍ଟ ଏହି ସମ୍ପ୍ରଦାୟଙ୍କୁ ଏତେ ଭୟ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି ଯଦି ଭୟ ଅଛି, ତେବେ ତାହାକୁ ଦୂର କରିବା ପାଇଁ ପ୍ରୟାସ କରାଯିବାର ଆବଶ୍ୟକ ରହିଛି । ଏଥିପାଇଁ ଚର୍ଚ୍ଚା ଓ ଆଲୋଚନା ମଧ୍ୟ କରାଯିବା ଦରକାର ବୋଲି ସେ କହିଛନ୍ତି । ଭାରତ କେବେ ବି ଚାହିଁବନି ଯେ, ମୁସଲମାନ ଭାଇ କେବେ ଦୁଃଖି ରୁହନ୍ତୁ। କାରଣ ଭାରତର ଉଦ୍ଦେଶ୍ୟ ସର୍ବେ ଭବନ୍ତୁ ସୁଖିନଃ ।

ଦେଶରେ ପାର୍ସୀ ଭାଷାଭାଷୀ ପ୍ରାୟ 50 ହଜାର ରହିଛନ୍ତି । ଜୈନ ଧର୍ମାବଲମ୍ବୀ 45 ଲକ୍ଷ ରହିଥିବା ବେଳେ ବୌଦ୍ଧ ଧର୍ମାବଲମ୍ବୀ 80 ରୁ 90 ଲକ୍ଷ ବସବାସ କରୁଛନ୍ତି । ଏମାନେ କେବେ ଭୟଭୀତ ହୋଇ ନାହାନ୍ତି । ଓଲଟା ସେ ପ୍ରଶ୍ନ କରିଛନ୍ତି କି କୌଣସି କାରଣକୁ ନେଇ ଏମାନେ କେବେ ଭୟରେ ଥିବା ଦେଖିଛନ୍ତି କି । ଯଦି ନା, ତେବେ 16-17 କୋଟି ଜନସଂଖ୍ୟା ବିଶିଷ୍ଟ ମୁସଲମାନ ସମ୍ପ୍ରଦାୟ କାହିଁକି ଭୟଭୀତ ହେବ।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ଯଦି ତୁମେ 16 ରୁ 17 କୋଟି ଜନସଂଖ୍ୟା ବିଶିଷ୍ଟ, ତେବେ କାହାକୁ ଭୟ କରୁଛ ବୋଲି ସେ କହିଛନ୍ତି। ସେହିପରି ଆରଏସଏସର ଅନ୍ୟ ଜଣେ ବରିଷ୍ଠ କର୍ମକର୍ତ୍ତା ମଧ୍ୟ ସମାନ କଥା କହିଛନ୍ତି । ସେ କହିଛନ୍ତି ଯେ ଦେଶକୁ 600 ବର୍ଷ ଶାସନ କରିଥିବା ଏକ ନିର୍ଦ୍ଦିଷ୍ଟ ଜାତି ଆଜି କାହିଁକି ଭୟଭୀତ । ସେମାନେ କାହାକୁ ଭୟ କରୁଛନ୍ତି । ଭାରତ ସମସ୍ତଙ୍କୁ ନିଜର କରି ଶିଖିଛି । ଭଲ ପାଇବା ସହିତ ସେମାନଙ୍କୁ ନିଜ ଦେଶରେ ସ୍ଥାନ ଦେଇଛି ବୋଲି ସେ କହିଛନ୍ତି।

Intro:Body:

रांची: आखिरकार 19 साल बाद झारखंड को अपना विधानसभा भवन मिल गया. गुरुवार को पीएम नरेंद्र मोदी नए विधानसभा भवन का उद्घाटन किए. इस दौरान राज्यपाल द्रौपदी मुर्मू, सीएम रघुवर दास मौजूद थे. वहीं एनडीए के तमाम विधायक भी इस पल के गवाह बने.

पीएम नरेंद्र मोदी ने उद्घाटन के बाद विधानसभा भवन का अवलोकन भी किया. वहीं सभी नेताओं के साथ फोटो भी खिंचवाई. बता दें कि 19 साल से झारखंड के विधानसभा का काम काज एचईसी के परिसर में किराए के भवन में चलता था. 

झारखंड विधानसभा भवन रांची के धुर्वा में 39 एकड़ में फैला हुआ है. यह तीन मंजिला इमारत है. इसके निर्माण में कुल 465 करोड़ रुपए की लागत आई है. विधानसभा भवन का शिलान्यास 12 जून 2015 को किया गया था. इसका बिल्डअप एरिया 57,220 वर्ग मीटर है. इसमें 37 मीटर ऊंचा गुंबद है.

यह देश का पहला पेपरलेस विधानसभा भवन है. जहां जल और ऊर्जा संरक्षण की व्यवस्था के साथ-साथ छत पर झारखंड की संस्कृति की झलक, आगंतुकों के लिए विशेष गैलरी बनाई गई है. कॉन्फ्रेंस हॉल में 400 लोगों के बैठने की व्यवस्था की गई है. इस भवन में सौर ऊर्जा से भी बिजली की आपूर्ति की जाएगी. 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.