ETV Bharat / bharat

ଏଣିକି ଟ୍ବିଟରରେ ଲେଖିବେ ଭାଗବତ

ବିଳମ୍ବରେ ହେଉ ପଛେ ଟ୍ବିଟରରେ ପାଦ ଥାପିଛନ୍ତି ସଙ୍ଘ ମୁଖିଆ । ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘର ମୁଖ୍ୟ ମୋହନ ଭଗବତଙ୍କ ସମେତ ଅନ୍ୟ 6 ଜଣ ଜାତୀୟ ସ୍ତରର ନେତା ଟ୍ବିଟରରେ ଯୋଗ ଦେଇଛନ୍ତି ।

author img

By

Published : Jul 1, 2019, 1:28 PM IST

Updated : Jul 1, 2019, 2:20 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ବର୍ତ୍ତମାନର 4ଜି ଜମାନାରେ ସମସ୍ତେ ଫେସବୁକ, ହ୍ବାଟ୍ସଆପ ଓ ଟ୍ବିଟରରେ ଆକ୍ଟିଭ । ଏହି ସବୁ ସୋସିଆଲ ମିଡିଆରେ ନେତା ମନ୍ତ୍ରୀ ସମସ୍ତେ ଛାଇଯାଇଥିବା ବେଳେ ଟିକେ ବିଳମ୍ବରେ ସୋସିଆଲ ମିଡଆରେ ପାଦ ଥାପିଛି ସଙ୍ଘ (ଆରଏସଏସ) । ତେବେ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘର ମୁଖ୍ୟ ମୋହନ ଭଗବତଙ୍କ ଅନ୍ୟ 6 ଜଣ ଜାତୀୟ ସ୍ତରର ନେତା ଟ୍ବିଟରରେ ଯୋଗ ଦେଇଛନ୍ତି ।

ଭଗବତଙ୍କୁ ଛାଡି ଅନ୍ୟ ନେତା ମାନେ ହେଲେ ସୁରେଶ ଯୋଶୀ, ସୁରେଷ ସୋନୀ, କ୍ରୀଷ୍ଣା ଗୋପାଲ, ଭି ଭାଗାଇହି, ଅରୁଣ କୁମାର ଓ ଅନୁରିଦ୍ଧ ଦେଶପାଣ୍ଡେ ମାଇକ୍ରୋ ବ୍ଲଗିଂ ସାଇଟରେ ଯୋଗ ଦେଇଛନ୍ତି ।

ତେବେ ସଙ୍ଘର ଏକ ଅଫିସିଆଲ ଟ୍ୟୁଟର ଆକାଉଣ୍ଟ ରହିଛି । ଯାହାର ଫଲୋୟର୍ସଙ୍କ ସଂଖ୍ୟା 1.3 ମିଲିଅନରୁ ଊର୍ଦ୍ଧ୍ବ ହେବ । ଏହାସହ ଫେସବୁକ ପେଜରେ ସଙ୍ଘର ଫଲୋୟୋର୍ସଙ୍କ ସଂଖ୍ୟା 54 ଲକ୍ଷରୁ ଊର୍ଦ୍ଧ୍ବ ରହିଛି ।

Intro:Body:

blank

Conclusion:
Last Updated : Jul 1, 2019, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.