ETV Bharat / bharat

ହାଇଦ୍ରାବାଦ ଘଟଣାକୁ ନେଇ ମୁହଁ ଖୋଲିଲେ ମୋହନ ଭାଗବତ - ହାଇଦ୍ରାବାଦ ଘଟଣା

ସବୁକିଛି ପ୍ରଶାସନର ଭରସାରେ ଛାଡି ନଦେଇ ମହିଳାଙ୍କ ପ୍ରତି କିପରି ବ୍ୟବହାର କରାଯିବ ସେ ନେଇ ପୁରୁଷଙ୍କୁ ଶିକ୍ଷା ଦେବା ଦରକାର ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ବଂୟସେବକ ସଙ୍ଘର ମୁଖ୍ୟ ମୋହନ ଭାଗବତ।

mohan bhagbat
ଫାଇଲ ଫଟୋ
author img

By

Published : Dec 1, 2019, 10:00 PM IST

Updated : Dec 4, 2019, 4:31 PM IST

ହାଇଦ୍ରାବାଦ: ତେଲେଙ୍ଗାନା ଗଣଦୁଷ୍କର୍ମ ଓ ହତ୍ୟା ପରେ ମୃତଦେହକୁ ଜଳାଯିବା ଘଟଣାକୁ ନେଇ ସମସ୍ତଙ୍କ ମନରେ ଆକ୍ରୋଶ। ଏ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘର ମୁଖ୍ୟ ମୋହନ ଭାଗବତ। ମହିଳାଙ୍କୁ କିପରି ବ୍ୟବହାର କରାଯିବ ସେ ନେଇ ପୁରୁଷଙ୍କୁ ଶିକ୍ଷା ଦେବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।

ଦିଲ୍ଲୀରେ ଆୟୋଜିତ ଗୀତା ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋହନ ଭାଗବତ କହିଛନ୍ତି ଯେ ସରକାର ଆଇନ ଗଠନ କରିଛନ୍ତି। ଏହା ଠିକ ଭାବେ ଲାଗୁ ହେବା ଦରକାର। ସବୁକିଛି ପ୍ରଶାସନର ଭରସାରେ ଛାଡି ନଦେଇ ମହିଳାଙ୍କ ପ୍ରତି କିପରି ବ୍ୟବହାର କରାଯିବ ସେ ନେଇ ପୁରୁଷଙ୍କୁ ଶିକ୍ଷା ଦେବାର ଆବଶ୍ୟକତା ରହିଛି। ଏହାର ଆରମ୍ଭ ପରିବାରରୁ ହେବା ଉଚିତ ବୋଲି ସଙ୍ଘ ପ୍ରମୁଖ ପରାମର୍ଶ ଦେଇଛନ୍ତି ସେ।

Intro:Body:

BLANK FOR LINK 

Conclusion:
Last Updated : Dec 4, 2019, 4:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.