ETV Bharat / bharat

ସଂକ୍ରମଣରୁ ବଞ୍ଚିବାକୁ ପ୍ରୟାସ, ଆଇସୋଲେସନ ଓ୍ବାର୍ଡରେ ମେଡିସିନ ଦେଉଛି ରୋବର୍ଟ - ଆଇସୋଲେସନ ଓ୍ବାର୍ଡରେ ମେଡିସିନ ଦେଉଛି ରୋବର୍ଟ

କୋରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ସମୟରେ ମେଡିସିନ ଦେଉଛି ରୋବର୍ଟ । ରାଜସ୍ଥାନର ଜୟପୁରର ସାୱାଇ ମାନସିଂହ ହସ୍ପିଟାଲରେ ଚାଲିଛି ରୋବର୍ଟ ଦ୍ବାରା ସମସ୍ତ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

rajastan
ଆଇସୋଲେସନ ଓ୍ବାର୍ଡରେ ମେଡିସିନ ଦେଉଛି ରୋବର୍ଟ
author img

By

Published : Mar 28, 2020, 9:46 PM IST

ଜୟପୁର: ରାଜସ୍ଥାନ ଜୟପୁରର ସାୱାଇ ମାନସିଂହ ହସ୍ପିଟାଲରେ କୋରୋନା ଭାଇରସରେ ଆକ୍ରାନ୍ତ ଓ ସନ୍ଦିଗ୍ଧ ଲୋକଙ୍କୁ ଚିକିତ୍ସା କରାଯାଉଛି । ଏହି ସମୟରେ ଏସଏମଏସ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରୋବର୍ଟ ସଫଳ ପରୀକ୍ଷଣ କରାଯାଇଥିଲା।

ସାୱାଇ ମାନସିଂହ ହସ୍ପିଟାଲରେ ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି ଔଷଧ ଏବଂ ଖାଦ୍ୟ ସାମଗ୍ରୀ ରୋବଟ ଦ୍ୱାରା ଆଇସୋଲେସନ ୱାର୍ଡକୁ ପଠାଯାଉଛି । ଯାହା ଦ୍ବାରା ଡାକ୍ତରଖାନାର ଡାକ୍ତର ଏବଂ ନର୍ସିଂ କର୍ମଚାରୀଙ୍କ ସମେତ ଅନ୍ୟମାନଙ୍କର ସଂକ୍ରମିତ ହେବାରେ ଆଶଙ୍କା କମ ରହିଛି ।

ଏହି ରୋବଟଟି ହସ୍ପିଟାଲର ଉକ୍ତ ୱାର୍ଡରେ ଆକ୍ରାନ୍ତଙ୍କୁ ଚା’ ନେଉଥିବାର ଦେଖାଯାଇଥିଲା ଯେଉଁଠାରେ ରୋବଟ ଆକ୍ରାନ୍ତଙ୍କୁ ‘ ନମସ୍କାର, ଆପଣଙ୍କ ସେବା ପାଇଁ ଏସଏମଏସ ହସ୍ପିଟାଲରୁ ଧନ୍ୟବାଦ’ ବୋଲି କହିଛି ।

ଜୟପୁରର ଯୁବ ରୋବୋଟିକ୍ସ ବିଶେଷଜ୍ଞ ଭୁବନେଶ ମିଶ୍ରଙ୍କ ଦ୍ୱାରା ନିର୍ମିତ ରୋବଟ୍ 'ସୋନା 2.5। 2.5' ଏସ୍ଏମ୍ଏସ୍ ହସ୍ପିଟାଲରେ କୋରୋନା ସଂକ୍ରମିତ ନହେବା ପାଇଁ ସ୍ଥାପନ କରାଯାଇଛି। କୋରୋନା ପୀଡିତଙ୍କ ପାଇଁ ଏଠାରେ 3ଟି ରୋବଟ୍ ଲଗାଯାଇଛି । ଏହି ରୋବଟଗୁଡିକ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଜୟପୁରରେ ପ୍ରସ୍ତୁତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.