ETV Bharat / bharat

ଲେଖକ ହେବେ ରବର୍ଟ ଭଦ୍ରା !

ଲେଖକ ହେବାକୁ ଯାଉଛନ୍ତି ରବର୍ଟ ଭଦ୍ରା । ସେ ନିଜ ଜୀବନ ଉପରେ ଆଧାରିତ ଏକ ପୁସ୍ତକ ଲେଖିବାକୁ ଯାଉଛନ୍ତି ।

author img

By

Published : Jun 4, 2019, 2:26 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଲେଖକ ହେବାକୁ ଯାଉଛନ୍ତି ରବର୍ଟ ଭଦ୍ରା । ସେ ନିଜ ଜୀବନ ଉପରେ ଆଧାରିତ ଏକ ପୁସ୍ତକ ଲେଖିବାକୁ ଯାଉଛନ୍ତି । ନିଜ ସ୍ବାସ୍ଥ୍ୟ ସମ୍ବନ୍ଧରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସେ ଏଭଳି ସୂଚନା ଦେଇଛନ୍ତି ।

ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ମୁଁ 13 ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଉଛି । ଏବେ ସୁଦ୍ଧା ପାଖାପାଖି 80 ଘଣ୍ଟା ପର୍ଯ୍ୟନ୍ତ ଇଡି ଜେରାରେ ରହି ଯେ କୌଣସି ପ୍ରଶ୍ନର ଉତ୍ତର ଦେଇଛି । ଏହି ହାଇଭୋଲଟେଜ ଡ୍ରାମା ମଧ୍ୟରେ ମୁଁ ଶାନ୍ତ ରହିଛି । ମତେ ମିଥ୍ୟା ଆରୋପର ସାମ୍ନା କରିବାକୁ ପଡୁଛି । କିନ୍ତୁ ମୁଁ ସତ୍ୟର ପଥ ଛାଡିବି ନାହିଁ । ମୁଁ ଏକ ପୁସ୍ତକ ଲେଖୁଛି ଯାହାକୁ ଦୁନିଆ ପଢିବ ଏବଂ ସତ କଣ, ମିଛ କଣ ତାହା ସ୍ପଷ୍ଟ କରିବ ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ରବର୍ଟ ଭଦ୍ରା ବ୍ରିଟେନରେ19 ଲକ୍ଷ ପାଉଣ୍ଡର ସମ୍ପତ୍ତି କିଣାରେ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଇଡି ତାଙ୍କୁ ବାରମ୍ବାର ଜେରା କରୁଛି ।

Intro:Body:

ffffffffffffffffffg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.