ETV Bharat / bharat

ବସ-ଟ୍ରକ ମୁହାଁମୁହିଁ ଧକ୍କା, 9 ମୃତ

author img

By

Published : Nov 25, 2019, 5:22 PM IST

ଉତ୍ତର ପ୍ରଦେଶର ବାନ୍ଦାରେ ସଡକ ଦୁର୍ଘଟଣା । 9 ମୃତ ଓ ଅନେକ ଆହତ ।

ଫାଇଲ ଫଟୋ

ବାନ୍ଦା: ଉତ୍ତର ପ୍ରଦେଶର ବାନ୍ଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ ଓ ଟ୍ରକ ମୁହାଁମୁହିଁ ଧକ୍କାରେ 9 ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବାନ୍ଦା ଟ୍ରମା ସେଣ୍ଟରକୁ ନିଆଯାଇଛି ।

ଉତ୍ତରପ୍ରଦେଶରେ ସଡକ ଦୁର୍ଘଟଣା

ପ୍ରକାଶ ଥାଉକି, ସିମରି ଗାଁର ତିନ୍ଦବରୀ ପୋଲିସ ଷ୍ଟେସନ ପାଖରେ ବାନ୍ଦାରୁ ଫତେପୁର ଯାଉଥିବା ଏକ ବସକୁ ସାମ୍ନାରୁ ଏକ ଟ୍ରକ ଧକ୍କା ଦେଇଥିଲା । ଏହାପରେ ଡିଏମ୍ ଓ ଏସପି ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେହିପରି ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Intro:SLUG- बांदा में दर्दनाक सड़क हादसा, रोडवेज बस और ट्रक की आमने-सामने की भिड़ंत 9 की मौत दर्जनों घायल
PLACE- BANDA
REPORT- ANAND TIWARI
DATE- 25.11.19
ANCHOR- बांदा में आज रोडवेज बस और ट्रक की आमने-सामने की भिड़ंत में 9 लोगों की मौत हो गई। जबकि दर्जनों लोग गंभीर रूप से घायल हो गए जिन्हें आनन-फानन में बांदा ट्रामा सेंटर में भर्ती कराया गया है जहां पर उनका उपचार चल रहा है ।

Body:वीओ- आपको बता दें कि पूरा मामला तिंदवारी थाना क्षेत्र के सिमरी गांव के पास का है जहां पर बांदा डिपो की बस बांदा से फतेहपुर के लिए जा रही थी तभी सामने से आ रहे एक ट्रक से आमने-सामने की भिड़ंत हो गई । यह हादसा इतना भीषण था कि भिड़ंत के बाद ट्रक और बस के परखच्चे उड़ गए और वहां पर चीख पुकार मच गई । अधिकारियों को जैसे ही मामले की जानकारी हुई आनन-फानन में डीएम और एसपी भारी पुलिस बल के साथ मौके पर पहुंचे और घायलों को बांदा ट्रामा सेंटर भेजा । वही इस दुर्घटना में मारे गए लोगों के शवों को कब्जे में लेकर मोर्चरी भिजवाया।

Conclusion:ANAND TIWARI
BANDA
9795000076
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.