ଓଡିଶାରୁ ଝାଡଖଣ୍ଡ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ - ଓଡିଶାରୁ ଝାରଖଣ୍ଡ ଯାଉଥିବା ବସ ଦୁର୍ଘଟଣା ଗ୍ରସ୍ତ
ଗୁମଲା ଜିଲ୍ଲାର ଏନଏଚ 23ରେ ସଡକ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ଓଲଟି ଯିବାରୁ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହେବା ସହ 20 ରୁ 25 ଯାତ୍ରୀ ଆହତ ହୋଇଛନ୍ତି ।
ଓଡିଶାରୁ ଝାରଖଣ୍ଡ ଯାଉଥିବା ବସ ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ
ରାଞ୍ଚି: ଗୁମଲା ଜିଲ୍ଲାର ଏନଏଚ 23ରେ ସଡକ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ଓଲଟି ଯିବାରୁ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହେବା ସହ 20 ରୁ 25 ଯାତ୍ରୀ ଆହତ ହୋଇଛନ୍ତି ।
ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ‘ମନ୍ତ୍ରୀ’ ନାମକ ଏକ ବସ୍ ଓଡିଶାର ରାଉରକେଲାରୁ ଝାଡଖଣ୍ଡର ଗୁମଲା ଅଭିମୁଖେ ଯାତ୍ରା କରୁଥିଲା । ଆଜି(ମଙ୍ଗଳବାର) ସନ୍ଧ୍ୟା 6ଟା 30 ସମୟରେ ପାଲକୋଟ ଥାନ ଅନ୍ତର୍ଗତ ସୋଲଗା ନିକଟରେ ଏକ ଟ୍ରକ ସହ ଧକ୍କା ହେବା ଫଳରେ ବସଟି ଓଲଟି ପଡିଥିଲା ।
Intro:गुमला : जिला के पालकोट थाना क्षेत्र के सोलगा के समीप एनएच 23 पर एक यात्री बस के पलटने से एक यात्री की मौके पर ही मौत हो गई ,जबकि 20 से 25 यात्री घायल हो गए । घायल सभी यात्रियों को इलाज के लिए सिमडेगा जिला के कोलेबिरा सामुदायिक स्वास्थ्य केंद्र में भेजा गया है ।Body:बताया जा रहा है कि मंत्री नामक यात्री बस उड़ीसा के राउरकेला से गुमला आ रही थी । इसी बीच संध्या करीब 6:30 बजे पालकोट थाना क्षेत्र के सोलगा के समीप बस और एक मालवाहक ट्रक में टक्कर हो गई जिसके कारण बस अनियंत्रित हो गई और बस पलट गई । घटना के तुरंत बाद आसपास के लोगों की भीड़ घटनास्थल पर इकट्ठी हो गई । जिसके बाद स्थानीय ग्रामीणों ने घायल यात्रियों को बसों से निकालकर उन्हें अस्पताल भेजा है ।Conclusion:घटना की जानकारी देते हुए थाना प्रभारी ने फोन पर बताया कि एक बस पलटी है जिसमें एक यात्री की मौत हो गई है , जबकि 20 से 25 यात्री घायल हुए हैं । कोलेबिरा सामुदायिक स्वास्थ्य नजदीक होने के कारण सभी घायलों को वहां भेजा गया है ।